ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

 ଢେ଼ଙ୍କାନାଳ (ମ ସୀ ହା)୧୮/୦୧_ଓଡ଼ାପଡ଼ା ବ୍ଲକ୍ କଣ୍ଟାବଣିଆ ଥାନା ଅନ୍ତର୍ଗତ ନବ ନିର୍ମିତ କମଳାଙ୍ଗ ରେଳଷ୍ଟେସନ ନିକଟରେ ଏକ ମାଲ ବୋଝେଇ ଟ୍ରେନର ଇଞ୍ଜିନ ସହ ଛଅଟି ବଗି ଲାଇନ୍ ଚ୍ୟୁତ ହୋଇଛି l

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ଭୋର୍ ୪ଟା ବେଳେ ଯାଜପୁର ଡୁବୁରି ଆଡୁ କୋଇଲା ଟ୍ରେନ୍ କୋଇଲା ଖାଲି କରି ତାଳଚର ଆଡକୁ ଆସୁଥିବା ବେଳେ କମଳାଙ୍ଗ ନିକଟରେ ଲାଇନ୍ ଚ୍ୟୁତ୍ ହୋଇ ଥିଲା l ରେଳବିଭାଗର ସମସ୍ତ କର୍ମଚାରି ଘଟଣାସ୍ଥଳରେ ପହଞଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

masiha

ନିଶାମୁକ୍ତ ସମାଜ ଗଠନ ପାଇଁ ନୂଆପଡ଼ାରେ ଯୁବ ରାଲି ଓ ମାନବ ଶୃଙ୍ଖଳ ଅନୁଷ୍ଠିତ 

Sunil Chandra Nayak

ସ୍ଵାଧୀନତା ସଂଗ୍ରାମୀ ତଥା ଅଞ୍ଚଳର ବିଶିଷ୍ଟ ଆଇନଜୀବୀ ଓ ସମାଜସେବୀ ସ୍ଵର୍ଗତ ଅର୍ଜୁନ ପଟ୍ଟଯୋଶୀଙ୍କ ୧୦୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!