ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

ଜୁନାଗଡ଼୨୧/୧(ମ ନି ସ) – ନବ ନିଯୁକ୍ତ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା କଳାହାଣ୍ଡି ଲୋକସଭା ୨୦୨୪ ନିର୍ବାଚନ ସଂଯୋଜକ ଶ୍ରୀ ଦ୍ୱାରିକା ମହାପାତ୍ର ଙ୍କୁ ହିଙ୍ଗିଲିବାହିଲି ଠାରେ ନଗର କଂଗ୍ରେସ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରl ଯାଇଛି l ନଗର ସଭାପତି ଅମିତ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱ ରେ କଂଗ୍ରେସ ନେତା ପ୍ରଭାତ ଦାସ, ଚିତ୍ତ ରଞ୍ଜନ ନିଆଲ ଓ ଶତାଧିକ କର୍ମୀ ସ୍ୱାଗତ କରିଥିଲେ ଆଗାମୀ ଦିନରେ କଂଗ୍ରେସ କୁ କିପରି ସୃଦୁଡ କରାଯିବ ଏ ଦିଗରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣ ନୀତି ପ୍ରସ୍ତୁତ କରାଯାଇ ଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ ବିଧାନ ସଭା ନିର୍ବାଚନ ମଣ୍ଡଳୀ 2024 ନିର୍ବାଚନ :   ଆସନ ଫେରାଇ ଆଣି ପାରିବ କି ବିଜେପି ?  

masiha

ପେଟ୍ରୋଲ ଓ ଡିଜେଲ୍ ର ଦର ବୃଦ୍ଧି କୁ ନେଇ କଳାହାଣ୍ଡି ବିଜୁ ଯୁବ- ଛାତ୍ର ଓ ମହିଳା ଜନତା ର ବିକ୍ଷୋଭ ପ୍ରଦର୍ଶନ

ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

Leave a Comment

error: Content is protected !!