ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଙ୍କୁ ସ୍ୱାଗତ

ଜୁନାଗଡ଼୨୧/୧(ମ ନି ସ) – ନବ ନିଯୁକ୍ତ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା କଳାହାଣ୍ଡି ଲୋକସଭା ୨୦୨୪ ନିର୍ବାଚନ ସଂଯୋଜକ ଶ୍ରୀ ଦ୍ୱାରିକା ମହାପାତ୍ର ଙ୍କୁ ହିଙ୍ଗିଲିବାହିଲି ଠାରେ ନଗର କଂଗ୍ରେସ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରl ଯାଇଛି l ନଗର ସଭାପତି ଅମିତ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱ ରେ କଂଗ୍ରେସ ନେତା ପ୍ରଭାତ ଦାସ, ଚିତ୍ତ ରଞ୍ଜନ ନିଆଲ ଓ ଶତାଧିକ କର୍ମୀ ସ୍ୱାଗତ କରିଥିଲେ ଆଗାମୀ ଦିନରେ କଂଗ୍ରେସ କୁ କିପରି ସୃଦୁଡ କରାଯିବ ଏ ଦିଗରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣ ନୀତି ପ୍ରସ୍ତୁତ କରାଯାଇ ଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

masiha

Leave a Comment

error: Content is protected !!