ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

ଜୁନାଗଡ଼,୩/୪(ନି.ପ୍ର)  ଜୁନାଗଡ ସହର ର ହୀରା ସାଗର ପଡା ର ଜଣେ ଯୁବକ ନିକଟସ୍ତ ହାତୀ ନଦୀର ଦେମୁହାନ୍ ଠାରେ ଆତ୍ମହତ୍ୟା କରିଥିବା ଜଣା ପଡିଛି l ସୂଚନା ରୁ ପ୍ରକାଶ ଯେ ହୀରା ସାଗର ପଡା ର ଜନ୍ମେ ଚଲାନ( ୫୦) ଦେ ମୁହାଣ ଠାରେ ଆତ୍ମା ହତ୍ୟା କରିଥିବା ସ୍ତାନୀୟ ଲୋକ ଦେଖିବାକୁ ପାଇଥିଲେ l ପରିବାର ଏବ୍ଂ ପୁଲିସ କୁ ଖବର ଦେବା ପରେ ସେଠାରେ ସେମାନେ ଉପସ୍ଥିତ ରହି ଶବକୁ ଉଦ୍ଧାର କରାଯାଇଥିଲା l ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l ଶବ କୁ ବ୍ୟବଚ୍ଛେଦ କରାଇ ଜୁନାଗଡ ପୁଲିସ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି l ଆତ୍ମ ହତ୍ୟା ର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଧିକ ତଦନ୍ତ ଚଳାଇ ଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଗଜାନନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

Sunil Chandra Nayak

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

Leave a Comment

error: Content is protected !!