ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଏସଡ଼ିପିଓଙ୍କ ଯୋଗଦାନ

ନୂତନ ଏସଡ଼ିପିଓଙ୍କ ଯୋଗଦାନ

ପାପଡାହାଣ୍ଡି,18/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଏସ୍ଡ଼ିପିଓ ଭାବେ ମିନାକ୍ଷୀ ଠାକୁର ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି | ଏହି ଅବସରରେ ତାଙ୍କୁ ପାପଡାହାଣ୍ଡି ଏସ୍ଡ଼ିପିଓ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ସ୍ଥାନୀୟ ସାମ୍ବାଦିକ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା | ପ୍ରବୀଣ ସତନାମୀ, ଗୌତମ ଅଗ୍ରୱାଲ, ଶ୍ରୀନିବାସ ରାଓ, ମିତୁ ସତନାମୀ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ଏଥି ପୁର୍ବରୁ ସେ ଖୋର୍ଦ୍ଧାରେ କାର୍ଯ୍ୟରତ ଥିଲେ | ପାପଡାହାଣ୍ଡିରେ ଦାଇତ୍ୱ ନେବା ପରେ ଜନ ସାଧାରଣ ଓ ଆଇନ ଶୃଙ୍ଖଳା କିପରି ଠିକ ରହିବ ସେ ନେଇ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାରାଗୁଡା ଲୋକମହୋତ୍ସବରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ବାସୀଙ୍କ ମନ ମୋହିଲେ 

masiha

ଜୁନାଗଡ଼ ବ୍ଲକ ପିଇଓ ସଂଘର କଳା ବ୍ୟାଚ ପରିଧାନ

Sunil Chandra Nayak

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!