ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ମାଟିରେ ଯୁବନେତା ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ “ଗାଁ କୁ ଚାଲ ଅଭିଯାନ”ର ସଫଳ ଯାତ୍ର।

କଟକ ସଦର ମାଟିରେ ଯୁବନେତା ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ “ଗାଁ କୁ ଚାଲ ଅଭିଯାନ”ର ସଫଳ ଯାତ୍ର।

କଟକ : ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲୋକାଭିମୁଖୀ ଯୋଜନାକୁ ବିଜେପି ଯୁବନେତା ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତରେ କଟକ ସଦର କନ୍ଦରପୁର ପଞ୍ଚାୟତ ବମ୍ବୁରୀ ଗାଁରେ ପହଞ୍ଚାଇବା ନେଇ “ଗାଁ କୁ ଚାଲ ଅଭିଯାନ” ଅନୁଷ୍ଠିତ ହୋଇଛି l ଏଥିରେ ନିରଞ୍ଜନ ରାଉଳ,ପିଉଷ ରଞ୍ଜନ ପରିଡ଼ା,ସୁରେଶ ଜେନା,ସନ୍ତୋଷ କୁମାର ଭୋଇ, କନ୍ଦରପୁର ଯୁବ ସଭାପତି ମନୋଜ ମୁଦୁଲି,ଶ୍ରୀକାନ୍ତ କୁମାର ଦାସ,ଦାଶରଥି ପ୍ରସାଦ ଚୌଧୁରୀ,ସଂଘମିତ୍ରା ବେହେରା,ଲକ୍ଷ୍ମୀଧର ଜେନା,ଶ୍ରୀଧର କୁମାର ସାହୁ,ସଞ୍ଜୟ ସାହୁ,ଧନେଶ୍ଵର ରାଉଳ,ମଞ୍ଜୁଲତା ସାହୁ,ସଞ୍ଜୟ ସେଠୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଘରଘର ବୁଲି ମୋଦି ଗ୍ୟାରେଣ୍ଟି ବିଷୟରେ ଲୋକଙ୍କୁ ବୁଝାଇଥିବା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ l ମାନ୍ୟବର ଯୁବ ସମାଜସେବୀ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ଏହାର ସମାଧାନ ଦିଗରେ ପ୍ରଚେଷ୍ଟା ଜାରୀ ରଖିବାକୁ ପ୍ରତିଶୃତି ଦେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

Sunil Chandra Nayak

ରୁଙ୍ଗଟା ମାଲିକଙ୍କ ସରଳତାରେ କମ୍ପାନୀର ଅସାଧୁ ଅଫିସର କୋଟିପତି

masiha

ଦେଶର ଯବାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ର ଛାତ୍ରୀଙ୍କ ରାକ୍ଷୀ ପ୍ରେରଣ

Sunil Chandra Nayak

Leave a Comment

error: Content is protected !!