ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷମ କଟକ ଠାରେ ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ଉଦ୍ଘାଟନ ସହ ଶୁଭାରମ୍ଭ

ବିଷମ କଟକ- ରାୟଗଡ଼ା ଜିଲ୍ଲାରେ ଶିକ୍ଷ୍ୟାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସେହି ଧାରା କୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର କାର୍ଯ୍ୟକର୍ମ ହାତକୁ ନିଆଯାଉଛି। ଯେମିତି କି ସ୍ମାର୍ଟ କ୍ଲାସ ଓ ଅତ୍ୟାଧୁନିକ ଉପୋକରଣର ପ୍ରୟୋଗ କରା ଯାଉଛି।

ରାୟଗଡ଼ା ଭଳି ଏକ ପଛୁଆ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ମାନକରେ ଶିକ୍ଷାର ର ଅଭିବୃଦ୍ଧି ପାଇଁ ଆଜି ତା ୦୪/୦୪ ରିଖରେ ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ଗସ୍ତ। ତାଙ୍କ ସହ ଥିଲେ ରାୟଗଡ଼ା District Welfare Officer ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ। ଆଜି ଶ୍ରୀ ଜଗନ୍ନାଥ ସାରକା ଓ ଶ୍ରୀ ଅଶୋକ କୁମାର ଶତପଥୀଙ୍କ ବିଷମ କଟକ ବ୍ଲକ ଅନ୍ତର୍ଗତ ଅରିଶକାନି ଓ ଗତିଗୁଡ଼ା ଗସ୍ତ କରିଥିଲା । ପ୍ରଥମେ ସେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (SSD) ଅରିଶକାନି ଠାରେ ” ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ” ଉଦ୍ଘାଟନ ସହ ଶୁଭାରମ୍ଭ କରିଥିଲେ । ତା ପରେ ସରକାରୀ ଉଚ୍ଚ ବିଦ୍ୟାଳୟ (SSD) ଗତିଗୁଡ଼ାରେ ଠାରେ ” ବହୁଭାଷୀ ଶିକ୍ଷଣ ପ୍ରକଷ୍ଟର ” ଉଦ୍ଘାଟନ ସହ ଶୁଭାରମ୍ଭ କରିଥିଲେ।

ତା ସହ ସେ ବିଦ୍ୟାଳୟରେ ପାଠ ପଢା ବିଷୟରେ ଛାତ୍ର ଓ ଛାତ୍ରୀଙ୍କୁ ପଚାରି ବୁଝି ଥିଲେ। ଛାତ୍ର ଓ ଛାତ୍ରୀଙ୍କୁ ମାନଙ୍କୁ ଜୀବନରେ ଆଗକୁ ବଢିବାକୁ ଉପଦେଶ ଦେଇଥିଲେ। ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

ନୂଆପଡା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ପ୍ରହରୀ ଅଧିକାରୀ ସନ୍ତୋଷ ଷଡ଼ଙ୍ଗୀ ଙ୍କ ସମୀକ୍ଷା ବୈଠକ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

Leave a Comment

error: Content is protected !!