ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିଶଗଡ଼ ଭାଜପା ସହ ପ୍ରଭାରୀଙ୍କ କର୍ଲାମୁଣ୍ଡା ଗସ୍ତ

ଛତିଶଗଡ଼ ଭାଜପା ସହ ପ୍ରଭାରୀଙ୍କ କର୍ଲାମୁଣ୍ଡା ଗସ୍ତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡାର ବ୍ଲକ ସଦର ସ୍ଥିତ କର୍ଲାମୁଣ୍ଡା ପଞ୍ଚାୟତ ବସ୍ତି, ପୋୖରକେଲା, ରିଷିଡା, ଗଜବାହାଲ, ରାଜପୁରକୁ ଯାଇ କେନ୍ଦ୍ର ସରକାରଙ୍କ ଯୋଜନାରେ ଲାଭାଂଶ ଥିବା ହିତାଧିକାରୀଙ୍କୁ ସିଧାସଳଖ କିଶାନ ସମୃଦ୍ଧି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ, ଉଜ୍ଜ୍ୱଳା ଯୋଜନା ରେ ଗ୍ୟାସ, ଆହୁରି ପାଞ୍ଚ ବର୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ବିଷୟରେ କହିଥିଲେ l ଘର ଘର ବୁଲି ପ୍ରତ୍ୟେକ ପରିବାରକୁ ମୋଦି ସରକାରଙ୍କ ଯୋଜନାର ଲିପ୍ଲେଟ ଦେଇ ଆଗାମୀ ନିର୍ବାଚନ ରେ ଡଵଳ ଇଞ୍ଜିନ ସରକାର କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ l ଆୟୋଜିତ ଜନସଂପର୍କ ପଦଯାତ୍ରାରେ ମଣ୍ଡଳ ସଭାପତି ସଞ୍ଜୟ ଜୈନ, ମିଡ଼ିଆ ସେଲ ବିଶିକେଶନ ସେଠୀ, ବୁଥ ସଭାପତି ବାହାନ ସାହୁ ଓ ଭୁବନ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନବୀନ ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

୪୨ ମୌଜାରେ ପ୍ରସ୍ତାବିତ ଦମକଳ କେନ୍ଦ୍ର ଖୋଲାଯିବା ନେଇ ବିଳମ୍ବ 

masiha

ନବରଙ୍ଗପୁରରେ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

Sunil Chandra Nayak

ମଣି ବରାଳ ପରିବାର ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!