ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

ରାୟଗଡା :- ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ ସମ୍ମାନୀୟ ଜିଲ୍ଲାପାଳଙ୍କ ଦ୍ଵାରା ସଦର ମହକୁମା ଡାକ୍ତରଖାନା ରାୟଗଡ଼ ଠାରେ ହୋଇଯାଇଛି ।

 ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ଜିଲ୍ଲାର ୦ – ୫ ବର୍ଷ ବୟସର ସମୁଦାୟ ୧୧୩୪୪୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ୧୦୩୨ଟି ବୁଥ କରାଯାଇଛି । ଏହି ଅଭିଯାନରେ ତାଲିମପ୍ରାପ୍ତ ୨୦୬୪ଜଣ ଟୀକାକର୍ମୀଙ୍କ ସହିତ ୧୨୬ ଜଣ ସୂପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଅପହଞ୍ଚ , ଦୁର୍ଗମ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିବା ଶିଶୁଙ୍କ ଟୀକାକରଣ ପାଇଁ ୩୪ଟି ଟ୍ରାଞ୍ଜିଟ ଟିମ ସହ ୨୩ଟି ମୋବାଇଲ ଟିମକୁ ପ୍ରସ୍ତୁତ କରାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

masiha

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

Leave a Comment

error: Content is protected !!