ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

ବାଲୁକା କଳା ରେ ବିଶ୍ଵ ମହିଳା ଦିବସ

କର୍ଲାମୁଣ୍ଡା: ବିଶ୍ଵ ମହିଳା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁ ବାଲୁକା ରେ ମହିଳା ଦିବସ ର ଚିତ୍ର ପ୍ରସ୍ତୁତ କରି ସମଗ୍ର ମାତୃ ସମାଜ କୁ ଅଭିନନ୍ଦନ ଜଣାଇଛନ୍ତି l ଶ୍ରୀ ସାହୁ ବିଭିନ୍ନ ସମୟରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ କରି ବେଶ ଖ୍ୟାତି ଲାଭ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୟପାଟଣା ବ୍ଲକ୍ ଅଧ୍ୟକ୍ଷ ଙ୍କ ମନୋମୁଖୀ ଶାସନ, ସମିତି ବୈଠକ ବର୍ଜନ କଲେ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ଯ

Sunil Chandra Nayak

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!