ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା,14/03: ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁରୁବାର ରାତି ସମୟରେ ଦେଭୋଗ ନିକଟରେ ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ ହୋଇ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଏକ ସାଇକେଲ ଜଣେ ପୁରୁଷ,ମହିଳା ବସି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ପଛରୁ ଦ୍ରୁତଗାମୀ ବାଇକ ଆସି ଉକ୍ତ ସାଇକେଲ କୁ ପଛପଟୁ ଧକ୍କା ଦେଇଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ମହିଳା ଜଣଙ୍କ ରାସ୍ତାପାର୍ଶ୍ୱରେ ପଡି ଛଟପଟ ହେଇଥିଲେ l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଡାକ୍ତରଖାନାକୁ ପଠାଇଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପ୍ରଥମ ବନ୍ୟାଜଳରେ ଧୋଇନେଲା ଟିର୍ଲିଆମକୁ ସଂଯୋଗ ରାସ୍ତା, ଯାତାୟାତରେ ହୀନସ୍ତା ହେଉଛନ୍ତି ବନବାସୀ

masiha

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

Sunil Chandra Nayak

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

masiha

Leave a Comment

error: Content is protected !!