ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୋରାଡବରା ଛକ ଠାରେ ଜଳଛତ୍ର ଖୋଲିଲା କଳାରୁଦ୍ର ଯୁବକ ସଂଘ

କର୍ଲାମୁଣ୍ଡା: ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ଏବଂ ଜଳର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ ଯୋରାଡବରା ଛକ ଠାରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱ ରେ କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ଖୋଲାଯାଇଛି l ଯୋରାଡବରା ଛକ ରେ ଥଣ୍ଡା ପାନୀୟ ଜଳର ସୁବିଧା ନଥିବାରୁ ପଥଚାରି ଏବଂ ସ୍ଥାନୀୟ ବ୍ୟକ୍ତି ମାନେ ବହୁତ ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ l ପାଣି ପାଇଁ ଆଉ ଲୋକେ ହନ୍ତସନ୍ତ ହେବେ ନାହିଁ ବୋଲି ଗ୍ରାମବାସୀ ମତପ୍ରକାଶ ରଖିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, କୋଷାଧ୍ୟକ୍ଷ ଡୋଳାମଣୀ ସାହୁ, ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଲଳିତ ସାହୁ, ଭଗତ ସାହୁ, ଭୈରବ ସାହୁ, ଚୁମନ ସାହୁ ଏବଂ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

ମଣ୍ଡି ଖୋଲିବା ଦାବି ରେ ରାସ୍ତାରୋକ 

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

Sunil Chandra Nayak

Leave a Comment

error: Content is protected !!