ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଳୁଟେରା ଙ୍କ ଅଜବ ବେପାର , ଓଟିପି ଦେଲେ ପାସବୁକ ଖାଲି

ଉତ୍କେଲା,୦୬/୦୪, ନିପ୍ର, କେସିଙ୍ଗା ଥାନା ଉତକେଲା ଅଞ୍ଚଳ ରେ ଘର ଘର ବୁଲି ଏହି ଯୁବକ ଜଣକ ଏମିତି ଗୋଟିଏ କାର୍ଡ଼ ଧରି ବୁଲୁଛି! ମାତ୍ର ୧୦୦ ଟଙ୍କାରେ ସ୍କ୍ରାଚ କରି ୧୯୯୯ ଦାମର ଗୋଟିଏ ଜିନିଷ ଜିତିପାରିବେ ଓ ଅନେକ ପ୍ରକାରର ପ୍ରଲୋଭନ ଦେଖାଉଛି । କିଛି ନ ଆସେ ତା ହେଲେ ଆପଣ ଗୋଟିଏ ଫ୍ରି ଗିଫ୍ଟ ମିଳିବ କହି ଅନେକ ବାହାନା କରଛି ! କୁପନରେ ଟିଭିି,  ଗ୍ରାଇଣ୍ଡର ,ଇନଡକସନ, ସୋଲାର ଏମିତି ବଡ ଜିନିଷ ସ୍କ୍ରାଚ ରେ ଆସିଲେ ବୋଲି କହୁଛି , ମୋବାଇଲ ନମ୍ବର ମାଗୁଛି ଓ ଏକ ଓଟିପି ଯିବ କହୁଛି ଆପଣ ଓଟିପି ଦେଲେ ସିଧା ବୋକା କରିବା ସହ ପାସବୁକ ଖାଲି କରୁଥିବା ଅଭିଯୋଗ ନଜରକୁ  ଆସିଛି ! ତେଣୁ ଏମାନଙ୍କୁ ଠାରୁ ଦୁରରେ ରୁହନ୍ତୁ। କାଲି ଉତ୍କେଲାକୁ ଆସି କେତେ ଲୋକଙ୍କୁ ଠକିଛନ୍ତି । ଏମାନେ ଅନ୍ୟ କାହାକୁ ଆଉ ନ ଠକନ୍ତୁ ଆଉ ନଜରକୁ ଆସିଲେ ପୋଲିସକୁ ଖବର ଦିଅନ୍ତୁ, ଏମାନେ ଆଖପାଖ ଅଞ୍ଚଳରେ ଛୋଟ ଛୋଟ ଗାଁ ମାନଙ୍କରେ ବୁଲୁଥିବା ଶୁଣିବାକୁ ମିଳୁଛି। .

 ଉତ୍କେଲା ରୁ ଅର୍ଜୁନ ପୋଡଙ୍କ ରିପୋଟ

Related posts

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି ହେବ ଭୋଟ୍

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

Sunil Chandra Nayak

Leave a Comment

error: Content is protected !!