ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ 

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ 

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ବିଶାଳ ବାଇକ୍ ରେଲି ମାଁ ଠାକୁରାଣୀ ମନ୍ଦିର, ସମଲେଶ୍ୱରୀ, ଜଗନ୍ନାଥ ମନ୍ଦିର ଠାରୁ ରେଳି ବାହାରି ଖଡିଆଳ ନଗର ପରିକ୍ରମା କରିଅଛି। କଳାହାଣ୍ଡି ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ୱୋଦର ନିଆଁଲ, ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜା ମୋହନ ପାଣିଗ୍ରାହୀ ଏବଂ ନୂଆପଡ଼ା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରମୁଖ ସାମିଲ ହୋଇଥିଲେ। ଅଞ୍ଚଳ ର ବିକାଶ, ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ପହଞ୍ଚିଥିଲେ। ଖଡିଆଳ କୁ ରେଳ ପଥ ସଂଯୋଗ ମୁଖ୍ୟ ପ୍ରାଥମିକତା ରହିଅଛି ବୋଲି ମତବ୍ୟକ୍ତ କରିଥିଲେ। ଅଗ୍ରେସନ ଭବନ ଠାରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ରେ ଯୋଗ ଦେଇଥିଲେ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ୩ ପଞ୍ଚାୟତରେ ବିଜେପି ଦଳ ପକ୍ଷରୁ ଗଣ ଧାରଣା

masiha

ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

masiha

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!