ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ଯାଦବ ମହାସଭା ପକ୍ଷରୁ ଆଇ.ଆଇ.ସି ସମ୍ବର୍ଦ୍ଧିତ 

୪୨ ମୌଜା ଯାଦବ ମହାସଭା ପକ୍ଷରୁ ଆଇ.ଆଇ.ସି ସମ୍ବର୍ଦ୍ଧିତ 

କଟକ : କଟକ ସଦର ୪୨ ମୌଜା ନହରପଦା ଯାଦବ ସମିତି ଲଉଡି ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନିର୍ବାଜ୍ୟ କାରଣ ବଶତଃ ଯଥା ସମୟରେ ସମ୍ମାନୀୟ ଅତିଥି ଭାବେ ୪୨ମୌଜା ଥାନା ଆଇ.ଆଇ.ସି ଉପସ୍ଥିତ ରହି ନପାରିବାରୁ ମୁଖ୍ୟ ଅତିଥି ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ସମାଜସେବୀ ଇ°.ପ୍ରଦୀପ ବେହେରାଙ୍କ ପରାମର୍ଶ କ୍ରମେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ଥାନା ପରିସରକୁ ଯାଇ ଆଇ.ଆଇ.ସି ଶ୍ରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୨ମୌଜା ଯାଦବ ମହାସଭା ପକ୍ଷରୁ ସଭାପତି ସାହିତ୍ୟିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,ସଦସ୍ୟ ଅନାଦି ବେହେରା, ସାଗର ବେହେରା ଓ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମା’ କନ୍ଧୁଣୀ ଦେବୀଙ୍କ ଦିବ୍ୟ ଆଶୀର୍ବାଦ ଲାଭ କଲେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

Sunil Chandra Nayak

ସୁସ୍ଥ ଗଣତନ୍ତ୍ର ପାଇଁ ନ୍ଯାୟ ପାଳିକାର ଭୂମିକା ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

Leave a Comment

error: Content is protected !!