ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ, ଥାନାରେ ଅଭିଯୋଗ

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ, ଥାନାରେ ଅଭିଯୋଗ

ବସ୍ତା,13/04 : ସିଂଲା ଥାନା ନାବରା ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପରିବାରକୁ ଆକ୍ରମଣ ନେଇ ଶନିବାର ସକାଳ ସମୟରେ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି l ଅଭିଯୋଗ ଅନୁଯାୟୀ ନାବରା ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ସେନାଅଧିକାରୀ ଜୟରାମ ପାତ୍ରଙ୍କ ପରିବାରକୁ ସେହି ଗ୍ରାମର ଅଶ୍ୱନୀ କୁମାର ପାତ୍ର, ଅନିଲ ପାତ୍ର, ଅକ୍ଷୟ କୁମାର ପାତ୍ର, ସୁନୀଲ ପାତ୍ର ସଙ୍ଘବଦଭାବେ ଆକ୍ରମଣ କରିଛନ୍ତି l ଏଥିରେ ଜୟରାମ ପାତ୍ରଙ୍କ ପତ୍ନୀ ସ୍ନେହଲତା ଓ ପୁଅ ଅରବିନ୍ଦ ଲହୁଲୁହାଣ ହୋଇଥିଲେ l ପରେ ଜୟରାମ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗୁଳିକାଣ୍ଡରେ ରକ୍ତ ରଂଜିତ ହେଲା ଵହଳଦା ; ଆସାମୀ ସହ ଜଣେ ଗୁରୁତର ; ମାଉଜର ସହ ୬ ଗୁଳି ଜବତ

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

masiha

ଶଶୁର ଗାଁରେ ଜୋଇଁ ର ଆତ୍ମହତ୍ୟା

masiha

Leave a Comment

error: Content is protected !!