ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

ଜୁନାଗଡ ୧୮//୦୮(ମନିସ )ପବିତ୍ର ରାମ ନବମୀ ଅବସର ରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନାଗଡ ମାରୱାଡି ୟୁବା ମଞ୍ଚ ପକ୍ଷରୁ ସହର୍ ସ୍ଥିତ କଲମପୁର ଛକ ନିକଟରେ ରାମ ନବମୀ ଓ ପଣା ସଂକ୍ରାନ୍ତି ଅବସରରେ ପଥ ଚାରି ଙ୍କୁ ସର୍ବତ ପଣା ବଣ୍ଟନ କରାଯାଇଥିଲା l ଏଥିରେ ଜୁନାଗଡ ମାରୱାଡି ଯୁବାମଞ୍ଚର ସଭାପତି ସୂରଜ ଅଗ୍ରୱାଲ, ସମ୍ପାଦକ ଅଙ୍କିତ ଶର୍ମl, କୋଷାଧ୍ଯକ୍ଷ ମୟଙ୍କ ଅଗ୍ରୱାଲ, ଗୋପlଲ ମିତ୍ତଲ, ସନ୍ତୋଷ ଶିଙ୍ଗଲ, ଆଶିଷ ଗୋୟଲ, ଚନ୍ଦନ କ୍ଷେମକl, ଅମାନ୍ ଗୋଏଲ, ଶଙ୍କର ବଂଶଲ, ଶୁଭମ୍ ଓ ଅଗ୍ରୱାଲ, ରିତେଶ ଅଗ୍ରୱାଲ, ପ୍ରଣବ୍ ଗୋଏଲ ପ୍ରମୂଖ ସାମିଲ ହୋଇ ସହଯୋଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

Sunil Chandra Nayak

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ 

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ : ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!