ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

ନବରଙ୍ଗପୁର:(୧୮|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମାରେ କଳସୀ ମଣ୍ଡପରେ ମହାସମାରୋହରେ କଳସୀ ଯାତ୍ରା ହୋଇ ଚାଲିଛି l ଏହି କଳସୀ ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତବୃନ୍ଦ ଧାଇଁ ଆସିଥାନ୍ତି l କଳସୀ ମଣ୍ଡପ ପାଖରେ ଉଠା ଦୋକାନୀଙ୍କ ଭିଡ ଦେଖିବାକୁ ମିଳୁଛି l ଏଠାକୁ ଆସି ଠାକୁରାଣୀ ମା ଙ୍କୁ ଦର୍ଶନ କରିବା ପରେ ମନ ପସନ୍ଦର ଜିନିଷ କିଣି ଘରକୁ ନେଇଥାନ୍ତି l

ମା ଠାକୁରାଣୀ ଘର ଘର ବୁଲି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ କରିଥାନ୍ତି l ଗତ କାଲି ପୋଡ଼ାଗଡ଼ ସେବାୟତ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ତଥା ପ୍ରକୃତି ପରିବେଶବିତ କୈଳାଶ ଚନ୍ଦ୍ର ବେହେରା ରହୁଥିବା ଗୁଲି ପାଟଣା ନିଜ ବାସଭବନ କୁ ମା ଠାକୁରାଣୀ ଙ୍କ ଆଗମନ ହୋଇଥିଲା l ଏହି ସାହି ଲୋକଙ୍କ ସହ ନିଜେ ଦର୍ଶନ କରି ଶ୍ରୀ ବେହେରା ଆତ୍ମ ସନ୍ତୋଷ ହୋଇଥିଲେ l

Related posts

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

ଓଡ଼ିଶା ସଚିବାଳୟ ସ୍ୱଳ୍ପ ବେତନ ଭୋଗୀ କର୍ମଚାରି ଉନ୍ନୟନ ଓ ବହୁମୁଖୀ ସମବାୟ ସମିତି ଲିଃ ର ୫୩ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ 

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!