ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାର ଗାଡି ଶାଗୁନ ଭାଡ଼ି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ର ନୂଆ କମିଟି ଗଠନ

ପାହାର ଗାଡି ଶାଗୁନ ଭାଡ଼ି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ର ନୂଆ କମିଟି ଗଠନ

ବଲାଙ୍ଗୀର // ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଫୁଲକାନୀ ଠାରେ ହେମନ୍ତ ମାଲିକ ଙ୍କ ବଗିଚା ଠାରେ ପାହାର ଗାଦି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ଏକ କାର୍ଯ୍ୟ କାରି ଏକ ସଭା ହୋଇ ଥିଲା ପାଞ୍ଚ ବର୍ଷା ରେ ଥରେ ନୂଆ କମିଟି ଗଠନ କରାଯାଏ ବର୍ତମାନ ପାଞ୍ଚ ବର୍ଷ ଶେଷ ହୋଇ ଯାଇ ଛି 2024 ରୁ ନୂଆ କମିଟି ଗଠନ କରାଗଲା ମୁଖ୍ୟ ଅଥିତି ଦିନ ବନ୍ଧୁ ଥାନାପତି ସମ୍ମାନିତ ଅଥିତି ସୁନ୍ଦର ମାଝୀ ମୁଖ୍ୟ ବକ୍ତା ପ୍ରୀତି ସିଂ ମଳିକ ଅଯୋଜକ ହେମନ୍ତ ମଳିକ ତେବେ ଆଜି ଫୁଲକାନି ଠାରେ ନୂତନକମିଟି କର୍ମ କର୍ତ୍ତ ଙ୍କ ସ୍ୱଗତ ସାମର୍ଦ୍ଧନା କରାଗଲା ମୁଖ୍ୟ ସଭାରେ ପ୍ରତି ସିଂ ମଳିକ ସଭା କୁ ଆଗେଇ ନେଇ ଥିଲେ ଦଳ ସମାଜ ର ନୂଆ କମିଟି କର୍ମ କର୍ତା କୁ ଫୁଲମାଳ ଅର୍ପଣ କରିଥିଲେ ଏବଂ ସଭାପତି ରବିଧର ମଳିକ ଓ ଉପସଭାପତି ତପିମଣି ମାଝୀ ସଭା ରେ ଅନେକ ବାର୍ତା ଦେଇ ଥିଲେ ଏବଂ ପ୍ରତେକ ଗାଁ ର ପୁରୁଷ ମହିଳା ଦୁଇ ଜଣିଆ କମିଟି ଗଠନ କରା ଗଲା ସୁରେନ୍ଦ୍ର କୁଆଁର ବାସୁଦେବ ଭୋଇ ମହାଦେବ ଭୋଇ ମକୁନ୍ଦ ଭୋଇ ଟଙ୍କ ମାଝୀ ଦମନ୍ତୀ ଭୋଇ ଅଶୋକ ଭୋଇ ଭୋଜରାଜ ଥାନାପତି ଅଭି ଥାନାପତି ସୁବାସ ଥାନାପତି ଖଗେଶ୍ୱର ଥାନାପତି ମାଧବ ଥାନାପତି ଦେବରାମ ମାଝୀ ଚନ୍ଦ୍ର ଶେଖର ଜାନି ଜଳନ୍ଧର ମଳିକ ଦୁର୍ଯ୍ୟୋଧନ ମଲିକ ସୁନ୍ଦର ମାଝୀ ରାଜ କୁମାର ମାଝୀ ପ୍ରଶ୍ନ ମାଝୀ କୁକୁଧାର ମାଝୀ ଶେଷରେ ଧନ୍ୟବାଦ କଲେ ସୁନ୍ଦର ମାଝୀ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ ଉତ୍ସବ

Sunil Chandra Nayak

ଏସଆଇ ସମୀର କୁମାର ସେଠୀଙ୍କୁ ଡିଜିପି ଡିସ୍କ ଆୱାର୍ଡ଼

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!