ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାର ଗାଡି ଶାଗୁନ ଭାଡ଼ି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ର ନୂଆ କମିଟି ଗଠନ

ପାହାର ଗାଡି ଶାଗୁନ ଭାଡ଼ି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ର ନୂଆ କମିଟି ଗଠନ

ବଲାଙ୍ଗୀର // ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଫୁଲକାନୀ ଠାରେ ହେମନ୍ତ ମାଲିକ ଙ୍କ ବଗିଚା ଠାରେ ପାହାର ଗାଦି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ଏକ କାର୍ଯ୍ୟ କାରି ଏକ ସଭା ହୋଇ ଥିଲା ପାଞ୍ଚ ବର୍ଷା ରେ ଥରେ ନୂଆ କମିଟି ଗଠନ କରାଯାଏ ବର୍ତମାନ ପାଞ୍ଚ ବର୍ଷ ଶେଷ ହୋଇ ଯାଇ ଛି 2024 ରୁ ନୂଆ କମିଟି ଗଠନ କରାଗଲା ମୁଖ୍ୟ ଅଥିତି ଦିନ ବନ୍ଧୁ ଥାନାପତି ସମ୍ମାନିତ ଅଥିତି ସୁନ୍ଦର ମାଝୀ ମୁଖ୍ୟ ବକ୍ତା ପ୍ରୀତି ସିଂ ମଳିକ ଅଯୋଜକ ହେମନ୍ତ ମଳିକ ତେବେ ଆଜି ଫୁଲକାନି ଠାରେ ନୂତନକମିଟି କର୍ମ କର୍ତ୍ତ ଙ୍କ ସ୍ୱଗତ ସାମର୍ଦ୍ଧନା କରାଗଲା ମୁଖ୍ୟ ସଭାରେ ପ୍ରତି ସିଂ ମଳିକ ସଭା କୁ ଆଗେଇ ନେଇ ଥିଲେ ଦଳ ସମାଜ ର ନୂଆ କମିଟି କର୍ମ କର୍ତା କୁ ଫୁଲମାଳ ଅର୍ପଣ କରିଥିଲେ ଏବଂ ସଭାପତି ରବିଧର ମଳିକ ଓ ଉପସଭାପତି ତପିମଣି ମାଝୀ ସଭା ରେ ଅନେକ ବାର୍ତା ଦେଇ ଥିଲେ ଏବଂ ପ୍ରତେକ ଗାଁ ର ପୁରୁଷ ମହିଳା ଦୁଇ ଜଣିଆ କମିଟି ଗଠନ କରା ଗଲା ସୁରେନ୍ଦ୍ର କୁଆଁର ବାସୁଦେବ ଭୋଇ ମହାଦେବ ଭୋଇ ମକୁନ୍ଦ ଭୋଇ ଟଙ୍କ ମାଝୀ ଦମନ୍ତୀ ଭୋଇ ଅଶୋକ ଭୋଇ ଭୋଜରାଜ ଥାନାପତି ଅଭି ଥାନାପତି ସୁବାସ ଥାନାପତି ଖଗେଶ୍ୱର ଥାନାପତି ମାଧବ ଥାନାପତି ଦେବରାମ ମାଝୀ ଚନ୍ଦ୍ର ଶେଖର ଜାନି ଜଳନ୍ଧର ମଳିକ ଦୁର୍ଯ୍ୟୋଧନ ମଲିକ ସୁନ୍ଦର ମାଝୀ ରାଜ କୁମାର ମାଝୀ ପ୍ରଶ୍ନ ମାଝୀ କୁକୁଧାର ମାଝୀ ଶେଷରେ ଧନ୍ୟବାଦ କଲେ ସୁନ୍ଦର ମାଝୀ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

SIR-୨୦୨୬ ସଫଳତା ର ସହ ସମାପ୍ତ, ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ

Leave a Comment

error: Content is protected !!