ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ,ଛାତ୍ରୀ ଝରଣା ମେହେର ଟପ୍ପର

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା

ଛାତ୍ରୀ ଝରଣା ମେହେର ଟପ୍ପର

ଧର୍ମଗଡ଼ :ଧର୍ମଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ର ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ ସ୍ୱରୂପ ୮୩% ପାଶ ହାର ଅର୍ଜନ କରିଥିବା ବେଳେ ବିଦ୍ୟାଳୟ ର ଛାତ୍ରୀ ଝରଣା ମେହେର ସର୍ବାଧିକ ୭୮% ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି l ଏହି ଉଚ୍ଚ ମହାବିଦ୍ୟାଳୟରେ ଚଳିତ ବର୍ଷ ମୋଟ ୨୩୬ ଜଣ ପରୀକ୍ଷା ଦେଇଥିବା ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୭ ଜଣ,ଦ୍ଵିତୀୟ ଶ୍ରେଣୀରେ ୧୮ ଜଣ ଏବଂ ତୃତୀୟ ଶ୍ରେଣୀ ରେ ୧୬୧ ଜଣ କୃତକାର୍ଯ୍ୟ ହୋଇ ଛନ୍ତି l ସମସ୍ତ କୃତୀ ଛାତ୍ରୀ ତଥା କଲେଜ ଟପ୍ପର ଙ୍କୁ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ତଥା ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ  ଧର୍ମଗଡ ରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ ମାଗଣାରେ ଔଷଧ ବିତରଣ

masiha

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ସୋଗରପଶି ଗ୍ରାମରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୪୨ ମେଣ୍ଡା ମୃତ ଘଟଣା ପରେ ଗ୍ରାମରେ ଜନସାଧାରଣ ଆନ୍ତଙ୍କିତ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷକ କଲେ ତଦନ୍ତ

Sunil Chandra Nayak

Leave a Comment

error: Content is protected !!