ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି ଙ୍କ ପ୍ରଥମ ପଦକ୍ଷେପ

ଉତ୍କେଲା,୧୦/୦୪,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ନୁତନ ସରପଞ୍ଚ ନରେନ୍ଧ୍ର ମାଝି ଦାୟିତ୍ୟ ପରେ ସେ ପଡା ମାନଙ୍କ ଭିତରେ ଡ୍ରେନ ମାନଙ୍କ ରେ ଜମା ହୋଇ ରହିଥିବା ଆବର୍ଜନା ନିଷ୍କାସନ ପ୍ରଥମ କାମ ଆରମ୍ବ କରିଛନ୍ତି। ଅଳ୍ପ ବର୍ଷା ପାଣିରେ ପ୍ରାୟତ ଡ୍ରେନ ରୁ ଉଛୁଳି ମଇଳା ଆବର୍ଜନା ପାଣି ରାସ୍ତା ଉପରେ ଭାସମାନ ଅବସ୍ଥାରେ ଅତି କଦର୍ଯ୍ୟ ହୋଇଥାଏ। ତେଣୁ ସମସ୍ତ ପଡା ରାସ୍ତା ପ୍ରତି ଧ୍ୟାନ ଦେଇ ସଫେଇ କାର୍ଯ୍ୟ ପଞ୍ଚାୟତ ରେ ଅତି ଜରୁରୀ ବୋଲି କହିଛନ୍ତି। ଆବଶ୍ୟକିୟ ସ୍ଥଳରେ ନୁତନ ଡ୍ରେନ ନିର୍ମାଣ ସହ ସ୍ବଛତା ପ୍ରତି ବିଶେଷ ଧ୍ୟାନ ଓ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି। ଉତ୍କେଲ। ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

କବିତା

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ସ୍ଵପ୍ନ ର ନାୟକ

Sunil Chandra Nayak

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!