ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି ଙ୍କ ପ୍ରଥମ ପଦକ୍ଷେପ

ଉତ୍କେଲା,୧୦/୦୪,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ନୁତନ ସରପଞ୍ଚ ନରେନ୍ଧ୍ର ମାଝି ଦାୟିତ୍ୟ ପରେ ସେ ପଡା ମାନଙ୍କ ଭିତରେ ଡ୍ରେନ ମାନଙ୍କ ରେ ଜମା ହୋଇ ରହିଥିବା ଆବର୍ଜନା ନିଷ୍କାସନ ପ୍ରଥମ କାମ ଆରମ୍ବ କରିଛନ୍ତି। ଅଳ୍ପ ବର୍ଷା ପାଣିରେ ପ୍ରାୟତ ଡ୍ରେନ ରୁ ଉଛୁଳି ମଇଳା ଆବର୍ଜନା ପାଣି ରାସ୍ତା ଉପରେ ଭାସମାନ ଅବସ୍ଥାରେ ଅତି କଦର୍ଯ୍ୟ ହୋଇଥାଏ। ତେଣୁ ସମସ୍ତ ପଡା ରାସ୍ତା ପ୍ରତି ଧ୍ୟାନ ଦେଇ ସଫେଇ କାର୍ଯ୍ୟ ପଞ୍ଚାୟତ ରେ ଅତି ଜରୁରୀ ବୋଲି କହିଛନ୍ତି। ଆବଶ୍ୟକିୟ ସ୍ଥଳରେ ନୁତନ ଡ୍ରେନ ନିର୍ମାଣ ସହ ସ୍ବଛତା ପ୍ରତି ବିଶେଷ ଧ୍ୟାନ ଓ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ କରିଛନ୍ତି। ଉତ୍କେଲ। ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସେମିନାର

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!