ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ହାତରେ ଅଙ୍ଗନବାଡି କେନ୍ଦ୍ର  ଅଙ୍ଗନବାଡି ଅନୁପସ୍ଥିତ ରେ କାର୍ଯ୍ୟ ଭାର ସମ୍ଭାଲୁଛନ୍ତି ପାଚିକା 

ପାଚିକା ହାତରେ ଅଙ୍ଗନବାଡି କେନ୍ଦ୍ର 

ଅଙ୍ଗନବାଡି ଅନୁପସ୍ଥିତ ରେ କାର୍ଯ୍ୟ ଭାର ସମ୍ଭାଲୁଛନ୍ତି ପାଚିକା 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ପୋଡ଼ଛାପର ଗ୍ରାମର ମହାକୁର ପାଳି ରେ ଏଭଳି ଚକିତ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଥିବା ସୂଚନା ଅନୁଯାଇ ଆଠ ଦଶ ଦିନରେ ଥରେ ଆସନ୍ତି ଅଙ୍ଗନବାଡି କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ରେ ଏମିତି କାର୍ଯ୍ୟ କରୁଛନ୍ତି ଅଙ୍ଗନବାଡି ଛୋଟ ଛୋଟ କମଲ ମତି ଶିଶୁକୁ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର କୋଟି କୋଟି ଖର୍ଚ୍ଚ କରୁଛନ୍ତି ହେଲେ ଏଠି ଫେଲ ମାରିଛି ଶିକ୍ଷା ଏହା ବ୍ୟତୀତ ପୁଷ୍ଟି କର ଖାଦ୍ୟ ଯୋଗାଉଥିବା ବେଳେ ଏହି ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଭଲ ଭାବରେ ଦିୟା ଯାଉନାହିଁ ବୋଲି ଅଭିଯୋକ କରିଛନ୍ତି ପଡlବାସୀ l ମନଇଛା ଅଙ୍ଗନବାଡି ଦିଦି କେନ୍ଦ୍ରକୁ ଆସନ୍ତି ଠିକ ଏତିକି ବେଳେ କାର୍ଯ୍ୟ ଭାର ସମ୍ଭାଳି ଥାନ୍ତି ପାଚିକା କମଲମତି ଶିଶୁ ମାନଙ୍କୁ ଡାକି ଯିବା ପାଇଁ ମଧ୍ୟ୍ୟ କୁଣ୍ଠାବୋଧ କରନ୍ତି ପାଚିକା ଖାଦ୍ୟ ପରୁଶୁ ଥିବା ସମୟରେ ମଧ୍ୟ୍ୟ ଗାଳିଗୁଲଜ କରନ୍ତି ପାଚିକା ଏ ଦିଗରେ କଣ ପଦକ୍ଷେପ ନେବେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଦେଖିବାକୁ ବାକି ରହିଲା l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

masiha

ପଦ୍ମାଳୟା ର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ 

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

Sunil Chandra Nayak

Leave a Comment

error: Content is protected !!