ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁ ରେ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ସ୍ଵାଗତ

ଡାବୁଗାଁ ରେ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ସ୍ଵାଗତ 

ଡାବୁଗାଁ, ୧୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ବ୍ଲକ ଭାଜପା ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଡାବୁଗାଁ ଭାଜପା ର କାର୍ଯ୍ୟକର୍ତ୍ତା ମାନେ ସ୍ଵାଗତ କରିଥିଲେ । ଏହି ଅବସରରେ ନିତ୍ୟାନନ୍ଦ ଗଣ୍ଡ ଏବଂ ଗୌରୀ ଶଙ୍କର ମାଝୀ ଙ୍କ ସହ ଜିଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ, ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଗୋବିନ୍ଦ ଜୈନ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ସୁଧିର ପଣ୍ଡା ଏବଂ ଜିଲା ସଂପାଦକ ଅରୁଣ ପ୍ରସନ୍ନ ନାୟକ ମଧ୍ୟ ଉପସ୍ଥିତ ଥିଲେ | ଡାବୁଗାଁ ରେ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ, ଦିବାନ ସିଂ, ଜଗଦୀଶ ଭତ୍ରା ଓ ନରେଶ ସିଂ ଙ୍କ ସହ ରାଜେନ୍ଦ୍ର ବିଶୋୟୀ, ଲକ୍ଷ୍ମୀ ଜାନୀ, କାଞ୍ଚନ ହରିହର, ବନ୍ଧୁ ମାଝୀ, ଯୁବମୋର୍ଚ୍ଚା ସଭାପତି ୱାଈ ରାଜକୁମାର, କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି କିରଣ ରାଓ, ଜି. ସତ୍ୟା ରାଓ, ଲଛୁ ମାଝୀ, ରତନ କଲାର, ବିଶ୍ଵନାଥ ମାଝୀ, ଦିନେଶ ସିଂ, ଏବଂ ଅନ୍ୟମାନେ ଉପସ୍ଥିତ ରହି ସ୍ଵାଗତ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୈଜୟନ୍ତ ପଣ୍ଡା ଓ ଦୁର୍ଗା ପ୍ରସନ ନାୟକ ଙ୍କ ରୋଡ ଶୋ ଓ ପ୍ରଚାର ଆରମ୍ଭ 

masiha

ବିଜେଡି ମହିଳା ମୋର୍ଚ୍ଚା ସମାବେଶ

Sunil Chandra Nayak

ବିଜେଡି ର ଜନସମ୍ପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!