ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ମାସିକ ବୈଠକ       

ନବରଙ୍ଗପୁର:(୨୨|୬)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଂଚଳିକ ସାଧନ କେନ୍ଦ୍ର ରେ ଦିଶାରୀ ଗୁଡା ସରକାରୀ ପ୍ରାଥମିକ ଵିଦ୍ୟା ଲୟ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ତରଫରୁ ମାସିକ ବୈଠକ ରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ୍ ଶିକ୍ଷକ ଯୋଗଦାନ କରିଥିଲେ ।ବୈଠକରେ ପ୍ରଧାନ ଶିକ୍ଷକ ଦାୟିତ୍ବ ଆଧାରରେ ପ୍ରତି ଶ୍ରେଣୀ ରେ ସମୟ ସାରଣୀ ,ପାଠ୍ୟ ଯୋଜନା ,ଲେସନ ନୋଟ ,ସବୁ ପିଲା ଦକ୍ଷ ହେବେ, ଏଥି ପାଇଁ ସହକାରୀ ଶିକ୍ଷକର ର ଶ୍ରେଣୀ ଶିକ୍ଷା ନିଶ୍ଚିତ କରିବା ଜରୁରୀ ଅଛି ।ଗଣ ଶିକ୍ଷା ବିଭାଗ ର ଵିଦ୍ୟା ପ୍ରବେଶ,ମୈଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆହରଣ ବାବଦରେ ଆଲୋଚନା ହୋଇଥିଲା।ଆଜିର ବୈଠକରେ ନଵରଙ୍ଗପୁର ଜିଲ୍ଲା ର ପିରାମୋଲ ଫାଉଣ୍ଡେସନ ର ମୁଖ୍ୟ ସୌରଭ ସାର ଯୋଗଦାନ କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆହରଣ ବାବଦରେ ଆଲୋଚନା ଓ ସଚେତନତା କରିଥିଲେ।ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ,ମୋହନ ନାୟକ ,ରଞ୍ଜନ ମୋହନ ଖୁରା ଶିକ୍ଷା ଦାନ ବାବଦରେ ଲେସନ ନୋଟ,ପିଲାକୁ ପାଠ ପଢ଼ାଇବା ଶିକ୍ଷକ ର ମହତ୍ ଭାବନା ପାଇଁ ମୋତେ ଦେଇ ଥିଲେ।ଶେଷରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଇ.ଏ. ଟି ଫୋଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର ୬୦ ଦଶକର ଚିତ୍ର କଣ୍ଢେଇନାଚ 

Sunil Chandra Nayak

ବସ ସହିତ ବାଇକ ଧକ୍କା ଏକ ଗୁରୁତର 

masiha

Leave a Comment

error: Content is protected !!