ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ଼ିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

ଜ଼ିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

କୋରାପୁଟ ଜ଼ିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସ୍ପୋର୍ଟ ଷ୍ଟାଡିଅମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ଏହି ଯୋଗ ଦିବସ ରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ମହତ ବିଷୟରେ ଆଲୋଚନା କରିଥିଲେ l ଏହି ଯୋଗ ଦିବସ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ, ଡିଆଜି ଚରଣ ସିଂ ମିନା, ଏସପି ଅଭିନବ ସୋନକର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଉପସ୍ଥିତ ଥିବା ସମସ୍ତ ଙ୍କୁ ବିଭିନ୍ନ ଯୋଗ ର ଉପକାରିତା ବିଷୟରେ କୁହା ଯିବା ସହିତ ବିଭିନ୍ନ ପ୍ରକାର ଯୋଗ କରାଯାଇଥିଲା l ପ୍ରତିଦିନ ସକାଳୁ 1 ଘଣ୍ଟା ଯୋଗ କଲେ ଶରୀର ସମେତ ମନ ପ୍ରଫୁଲ୍ଲ ରୁହେ l ଯାହା ଦିନ ସାରା କାମ କରିବା ପାଇଁ ଉତ୍ସାହ ଯୋଗାଇ ଥାଏ l ସେଥି ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

masiha

ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନାରେ ଯୋଗଦାନ କଲେ ସମାଜସେବୀ 

Sunil Chandra Nayak

Leave a Comment

error: Content is protected !!