ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

ଲାଞ୍ଜିଗଡ, ୦୬/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ମୂଷାନାଳ ସେକ୍ସନ ଅନ୍ତର୍ଗତ ଧଡ଼େଲ ବିଟଠାରେ ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୂଷାନାଳ ବନପାଳ ଚିନ୍ତାମଣି ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବନରକ୍ଷୀ ସୁରେନ୍ଦ୍ର ଶବର, ଆମ ଜଙ୍ଗଲ ଯୋଜନାର ଟିମ ଲିଡର ଅମୀୟ ତ୍ରିପାଠୀ, ନିରାକାର ଦାସ, ତୁଳାରାମ ନାୟକ, ସିନିର କର୍ମକର୍ତ୍ତା ଶଖାରାମ ବେନାଲ, ଲଡାଙ୍ଗ ସ୍କୁଲର ପ୍ରଧାନ ଶିକ୍ଷକ ଶୋଭାଚନ୍ଦ୍ର ଦୋରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଧଡେଲ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ଚାରାଗଛ ଲଗାଯାଇଥିଲା।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା

Leave a Comment

error: Content is protected !!