ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ପ୍ରସନ୍ନଙ୍କୁ ସମ୍ବଦ୍ଧନା 

ବିଶିଷ୍ଟ ସମାଜସେବୀ ପ୍ରସନ୍ନଙ୍କୁ ସମ୍ବଦ୍ଧନା 

କଟକ : ପବିତ୍ର ରଥଯାତ୍ରା ଅବସରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ୪୨ ମୌଜାର ଧୂଳିଶ୍ବର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବନ୍ତୁଣିଆ ମାଉସୀ ମା ମନ୍ଦିରକୁ ଆସିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବନ୍ତୁଣିଆ ଗ୍ରାମରେ ପହଂଚି ଦର୍ଶନ କରିବା ସହ ସଦର ବାସୀଙ୍କ ମଙ୍ଗଳ କାମନା ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମରେ ଯୋଗଦାନ କରିଥିଲା ବେଳେ ଦୁଇଟି ଗ୍ରାମବାସୀଙ୍କ ପଖରୁ ସଦର ବିଧା଼ୟଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରସନ୍ନ ନାୟକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଧନା କରାଯାଇଥିଲା। ଏହି ଧାର୍ମିକ କାର୍ଯକ୍ରମରେ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାର ଭକ୍ତ ତଥା ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

ଆଦାନୀ ଗ୍ରୁପ୍‌ର ନଜରରେ ରାୟଗଡ଼ା! ଥେରୁବାଲି ଇମ୍ଫା ପରିସର ଗସ୍ତରେ ଗୌତମ ଓ କରନ ଆଦାନୀ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!