ଢ଼େଙ୍କାନାଳ:ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପୁର ସାପ୍ତାହିକ ହାଟ ଠାରେ ପ୍ରବଳ ଗ୍ରୀଷ୍ମ ତାପ ଜନିତ ତୃଷ୍ଣା ମେଣ୍ଟାଇବା ନିମିତ୍ତ ଆଜି ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅରୁଣ ପରିଡ଼ା ଙ୍କ ଦ୍ୱାରା ଏକ ଘୋଳ ଦହି ମିଶ୍ରିତ ଜଳ ଛତ୍ର ର ଶୁଭ ଉଦଘାଟନ କରଯାଇଛି। ଫଳରେ ହାଟୁଆ , ବାଟୁଆ ସଭିଏଁ ସାମିଲ୍ ହୋଇ ଥିବାରୁ ଉକ୍ତ ଅଞ୍ଚଳ ର ଜନସାଧାରଣ ଓ ବୁଦ୍ଧିଜୀବି ସରପଞ୍ଚ ଙ୍କ ଏହି ପରି ମହନୀୟ ଉଦ୍ୟମ କୁ ପ୍ରଶଂସା କରିଛନ୍ତି।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍