ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚିଙ୍ଗୁଡିଖୋଲ ଠାରେ ନନ୍ଦୋତ୍ସବ ପାଳିତ 

ଚିଙ୍ଗୁଡିଖୋଲ ଠାରେ ନନ୍ଦୋତ୍ସବ ପାଳିତ 

ବେଗୁନିଆପଡ଼ା:-ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ଶ୍ରକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ମଙ୍ଗଳବାର ଅର୍ଥାତ ଆଜି ବଡ଼ଦେଉଳରେ ନନ୍ଦ ଉତ୍ସବ ଅନୁଷ୍ଠିତ ହୋଇ ଅଛି। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି ।

ସେହି ଭଳି ସହର ଠାରୁ ଧରି ଗାଁ ଗାଁ ରେ ମଧ୍ୟ ନନ୍ଦୋତ୍ସବ ପାଳିତ ହେଉଛି। ଗଂଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ର ଚିଙ୍ଗୁଡ଼ିଖୋଲ ଗ୍ରାମ ରେ ବଡ଼ ଆଡମ୍ବର୍ ରେ ପାଳିତ ହେଇଯାଇଛି। ଗ୍ରାମବାସୀମାନେ ଏକତ୍ରିତ ହୋଇ ଗ୍ରାମ ରେ ଅବସ୍ଥିତ ଗୋପୀନାଥ ଙ୍କ ମନ୍ଦିର ରେ ପୂଜା ଅର୍ଚ୍ଚନା କରିଛନ୍ତି ଓ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ସତିଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

ମା” ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

Leave a Comment

error: Content is protected !!