ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ସାହେବ ଆମ୍ବଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରପଦର ଗ୍ରାମ ଠାରେ ଆମ୍ବେଦକର କ୍ଲବ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଆମ୍ବଦକର ଙ୍କ ୧୩୧ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ମୁଖ୍ୟବକ୍ତା ଭାବରେ ରାଜ୍ୟ ଅସ୍ପୃଶ୍ୟ ସଂରକ୍ଷଣ ସୁରକ୍ଷା ସମିତି ସାଧାରଣ ସମ୍ପାଦକ ଫକିର ମୋହନ ଜଗତ, ସମ୍ମାନୀତ ଅତିଥି ଭାବେ ଖଡିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଖଡ଼ିଆଳ ଏନଏସି ପୁର୍ବତନ ଚ୍ୟାରମେନ ନିମାଇଁ ଚରଣ ତାଣ୍ଡି, ଖଡିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ,ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଖଡିଆଳ ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଚିତରଜଂନ ବେହେରା, ଚନାବେଡା ସରପଂଚ ମଥାମଣି ତାଣ୍ଡି, ଚନାବେଡା ସମିତି ସଭ୍ୟ ବସୁମତୀ ସଗରିଆ ଯୋଗଦାନ କରିଥିବା ବେଳେ ଆମ୍ବଦକର କ୍ଲବ ର ସଭାପତି ପ୍ରମୋଦ କୁମାର ନାଏକ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରୁଦ୍ରରାଜ ବାଗ ସମ୍ପାଦକୀୟ ବିବରଣୀ କରିଥିବା ବେଳେ ଧନମତ ନିଆଲ ଅତିଥି ପରିଚୟ ଓ ସଦସ୍ୟ ଆନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ, ଜଗତ ବାଗ, ମନରଂଜନ ରାଉତ, ତପନ ନାୟକ, ବିଷ୍ଣୁ ବାଗ ପ୍ରମୁଖ ସହ ଯୋଗ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ଯୁତ ବିଲ ପୈଠରେ ବିଳମ୍ବ , ବସୁଧା ଜଳଯୋଗାଣ ବିଦ୍ଯୁତ କାଟ, ଜଳଯୋଗାଣ ଠପ୍

Sunil Chandra Nayak

ଛାତ୍ର ବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଆଦର ମଣି ପ୍ରଧାନ ଙ୍କ କବିତା ସମୟ ର ସାରଥି

Sunil Chandra Nayak

Leave a Comment

error: Content is protected !!