ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ତ୍ତମାନର କାଉନସିଲରେ ଶାସ୍ତ୍ରୀନଗରର ସାହି ନାଳ ଘୋଡଣୀ ନିର୍ମାଣ ଅସମ୍ଭବ ?

ବର୍ତ୍ତମାନର କାଉନସିଲରେ ଶାସ୍ତ୍ରୀନଗରର ସାହି ନାଳ ଘୋଡଣୀ ନିର୍ମାଣ ଅସମ୍ଭବ ?

ଯୋଡ଼ା:- ଉର୍ଣ୍ଣତ କାର୍ଯ୍ୟକ୍ରମ ପରିଚାଳିତ କରୁଥିବା ରାଜ୍ୟର ପୌରକାର୍ଯ୍ୟାଳୟ ମଧ୍ୟରୁ ଯୋଡ଼ା ପୌରକାର୍ଯ୍ୟାଳୟ ହେଉଛି ଏକ ଅନ୍ୟତମ।ହେଲେ ଗତ କିଛିଦିନ ମଧ୍ୟରେ ଯୋଡ଼ା ପୌରପାଳିକାର କେତେକ କାର୍ଯ୍ୟକ୍ରମ ଭିର୍ଣ୍ଣ ‘ଭିର୍ଣ୍ଣ ଦିଗ ଦେଇ ଯାଉଥିବାରୁ କେଇ ୱାର୍ଡବାସୀ ହନ୍ତସନ୍ତ ହେଉଥିବାର ଜାଣିବାକୁ ମିଳେ।ତେବେ ସ୍ୱଛତା ତଥା ଉର୍ଣ୍ଣତମାନର କାର୍ଯ୍ୟପ୍ରଣାଳୀ ନିମନ୍ତେ ଯୋଡ଼ା ପୌରପାଳିକା ନିଜର ପରିଚୟ ହାସଲ କରିଥିବା ଯୋଡ଼ା ପୌରପାଳିକା ପକ୍ଷରୁ ନିର୍ମିତ ଏକନମ୍ବର ୱାର୍ଡର ଶାସ୍ତ୍ରୀନଗର ଅଞ୍ଚଳର ପାର୍କ ସମ୍ମୁଖର ଗାଳି ମଧ୍ୟରେ ଥିବା ସାହି ମଧ୍ୟେ ଗତ କେଇ ବର୍ଷ ତଳେ ଏକ ନାଳ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏଯାଏ ଉକ୍ତ ନାଳ ଖୋଲା’ମେଲାରେ ପଡିଥିବାରୁ ନାନାଦି ସମସ୍ୟାରେ ନିକଟ ସାହି ଲୋକ ହେଉଥିବାର ଜଣାପଡେ।ଏପରିକି ଉକ୍ତ ନାଳ ଖୋଲା’ମେଲାରେ ଦୀର୍ଘଦିନ ହେତୁ ନିକଟରେ ଘାସ’ବଣ ବଢିବା, ଅପରିଷ୍କାର ହୋଇବା, ଜୀବ’ଜନ୍ତୁଙ୍କ ଚଳପ୍ରଚଳ ବଢିବା ଭୟ ଦେଖାଦେବା ସୁଦ୍ଧା ଏଯାଏ ଯୋଡ଼ା ପୌରପାଳିକା ପକ୍ଷରୁ ନାଳ ଘୋଡଣୀ ବ୍ୟବସ୍ଥା ହେଉପାରୁନଥିବାରୁ ସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

ଆସିକାରେ ରାଜଯୋଗୀ ଡା. ଶକ୍ତିରାଜ ଭାଇଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଭ୍ୟାସ  କଲିକତାରୁ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ କାର୍ଯ୍ୟକ୍ରମରେ ଯୋଡ଼ିହେଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!