ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ 

କଲ୍ୟାଣସିଂହପୁର, ରାୟଗଡା ତା 17/09():- ସେପ୍ଟେମ୍ବର 17ତାରିଖ ରେ ସାରା ଦେଶ ଏବଂ ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଜନ୍ମ ଦିନକୁ ବେଶ ଉଚ୍ସାହ ସହ ଅନେକ କାର୍ଯ୍ୟକ୍ରମ ହେଉଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାରଗୁଡା ଚଞ୍ଚଡ଼ାସାହି ଏବଂ ଅଲଣ୍ଡା ସାହି ମଧ୍ୟ ଭାଗରେ ଥିବା ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସହ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି ଏହାକୁ ଯଥା ବିଧିବିଧାନ ଅନୁସାରେ ପୁରୋହିତ ବଳଭଦ୍ର ତ୍ରିପାଠୀ ଙ୍କ ଦ୍ୱାରା ସମ୍ପାଦନ ହୋଇଥିଲା ଏହି ସମୟରେ କମ୍ଭାରଗୁଡା ଗ୍ରାମର ବରିଷ୍ଠ ଭଦ୍ରବକ୍ତି କାକାୟା ହିକକା, ଜନ ଜାଗରଣ ମଞ୍ଚ କଲ୍ୟାସିଂହପୁର ବ୍ଲକ ସଭାପତି ଅଲଣ୍ଡା ଗ୍ରାମର ଦାନୁ କାଡ୍ରାକା, ପ୍ରସାଦ ପେରିସିକା, ହାକାନା କାଡ୍ରାକା, କଳାକାର ତଥା ସମାଜସେବୀ ସନ୍ତୋଷ କୁମାର ବଛା, ଗଙ୍ଗାରାଓ ପ୍ରାସ୍କା, ଗୋବିନ୍ଦ ହିକକା, ଦିଲୁ କାଡ୍ରାକା, ସୁବା ସାରାକା, ନର୍ସି କୁଲିସିକା, କାମେଶ୍ୱର କର୍ଜା, ମାନସ ଗୌଡ଼, ସାଲାପୁ କଞ୍ଜାକା, ପୂର୍ଣ୍ଣ କାଡ୍ରାକା, ଈଶ୍ୱର କାଡ୍ରାକା, ଗୌରୀ କାଡ୍ରାକା, ଚକ୍ରଧର ପ୍ରାସ୍କା, ଘାସି କାଡ୍ରାକା, ଧର୍ମା କାଡ୍ରାକା, ଚନ୍ଦ୍ର ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୈବର୍ତ୍ତ ମହାସଭା ଯୋବ୍ରା, କଟକର ଜରୁରୀ ସାଧାରଣ ସଭା

Sunil Chandra Nayak

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ 

Sunil Chandra Nayak

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!