ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

କାମାକ୍ଷାନଗର (ମନିସ )27/10/24 // ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପିତିରି ଛକ ଦେଇ ଯାଇଥିବା ଜାତୀୟ ରାଜପଥ 149 ନମ୍ବର ରାସ୍ତା ବହୁତ୍ ଖରାପ୍ ଏବଂ ଗର୍ଦ ହେଇଯିବାରୁ ବହୁବାର ଗ୍ରାମ ବାସୀ ମାନେ ପ୍ରଶାସନର ଦୃଷ୍ଟି କୁ ଆଣିଲେ ମଧ୍ୟ୍ୟ କୌଣସି ପ୍ରଶାସନ ଅଧିକାରୀ ନ ଶୁଣିବାରୁ ଗ୍ରାମ କିଛି ପିଲା ରାସ୍ତା ର ମରାମତି କାର୍ଯ୍ୟ କରୁଛନ୍ତି ଏହି ରାସ୍ତା ଦେଇ ଶହ ଶହ ଟ୍ରକ,ଟ୍ରଲେର ବସ୍ ଚଳାଚଳ କରିଥାନ୍ତି ବହୁବାର ଲୋକମାନେ ଦୃଘ ଟଣା ର ଶିକାର ହୋଇ ମୃତୁ ବରଣ କରୁଛନ୍ତି ତାପରେ ବି ମଧ୍ୟ ପ୍ରଶାସନ ଘୁର ନିଦ୍ରା ରେ ସୁଇଛି ପ୍ରଶାସନ ଏଣୁ ଗ୍ରାମବାସୀ କହିବା କଥା ଆଗାମୀ ଦିନରେ ରାସ୍ତା ର ମରାମତି ନ କରାଗଲେ ରାଜ ରାସ୍ତା କୁ ଅବରୋଧ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ବ୍ଲକ ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ପ୍ରସ୍ତୁତି ବୈଠକ 

masiha

ଖଣ୍ତୂଆଳ ମାଳି ଠାରେ ଖଣ୍ତୂଆଳ ବାବାଙ୍କ ଯାତ୍ରା ଓ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!