ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳିତ

 ଚିଲଗୁଡ଼। -:  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟୁରା ଠାରେ ଡ଼ ଭୀମ ରାଓ ଆମ୍ବେଦକର ଙ୍କ 131 ତମ ଜନ୍ମ ବାର୍ଷିକ ପାଳନ କରାଯାଇଛି । ବଣ୍ଡାକୁଟୁରା ମହିଭର ଆମ୍ବେଦକର ପ୍ରେମୀ ଙ୍କ ମିଳିତ ପ୍ରୟାସ ରେ ଏ ଜନ୍ମ ବାର୍ଷିକ ପାଳନ କରାଯାଇଥିଲା। ପ୍ରଥମେ ବଣ୍ଡାକୁଟୁରା ରେ ବିଶାଳ ରାଲି କରାଯାଇଥିଲା ।ଏହି ପରିକ୍ରମାରେ ସହ ସହ ଆମ୍ବେଦକର ପ୍ରେମୀ ଭାଗ ନେଇଥିଲେ , ଆମ୍ବେଦକର ଫୋଟୋ ରେ ଫୁଲମାଳା ଆଉ ଦୀପ ଦାନ କରା ଯାଇଥିଲା , ପରେ ଅତିଥି ବୃନ୍ଦ ନିଜ ଅଭିଭାଷଣ ରଖି ଥିଲେ ଧିମାନ ଦେବାଶିଷ କରକରା , ଧିମାନ ତ୍ରିଲୋଚନ ସୁନାନୀ , ସୁକାନ୍ତ ନାଏକ, ସୁରଜ ବାଗ ,ଚୈତନ୍ୟ ଧଙ୍ଗଡ଼ାମାଝି , ଆଶ୍ଵିନ ଠାକୁର , ଧିମାନ ରାଜ କିଶୋର ସୁନାନୀ ,ପ୍ରଶାନ୍ତ ସୁନାନୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଲେଖକ ନିର୍ଦେଶକ ଧିମାନ ସମ୍ରାଟ ରାଜ ସମ୍ମାନୀତ ଅତିଥି ଜୁନାଗଡ଼ ମେଡିକାଲ ଅଫିସର ଧିମାନ ଡ଼ଃ ବିବେକାନନ୍ଦ ମହାନନ୍ଦ ମୁଖ୍ୟ ବକ୍ତା ଆଇନଜୀବୀ ମାଲକାନଗିରି ଧିମାନ ଭୂଦେଵ ମହାନନ୍ଦିଆ ବରିଷ୍ଠ ଆଇନଜୀବୀ ମାଲକାନଗିରି ଯୋଗଦେଇଥିଲେ।  କ୍ଷୀର  ସିଂନ୍ଧୁ ଟାକ୍ରି ମଞ୍ଚ ପରିଚାଳନା କରିଥିଲେ। ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ

 

Related posts

ସହଦେବ ବେହେରା ଙ୍କ କବିତା ପାଉଥିଲି ଭଲ

ନିୟମିତ ଚାକିରୀ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ

ସଫଳା ଦାସ ଙ୍କ କବିତା ଆମରି ବାପୁ 

Sunil Chandra Nayak

Leave a Comment

error: Content is protected !!