ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଭତ୍ତା ପାଇଁ କରୁଣ ଦୃଶ୍ୟ… ଥଣ୍ଡା କାକର ଖାଇ ମୃତ୍ୟ ବରଣ କଲେ ବୃଦ୍ଧା 

ବନ୍ଧୁଗାଁରେ ଭତ୍ତା ପାଇଁ କରୁଣ ଦୃଶ୍ୟ… ଥଣ୍ଡା କାକର ଖାଇ ମୃତ୍ୟ ବରଣ କଲେ ବୃଦ୍ଧା 

କୋରାପୁଟ ଜିଲ୍ଲା ବନ୍ଧୁଗାଁ ସଦରରେ କରୁଣ ଦୃଶ୍ୟ… ପଦାରେ ପଡ଼ିଲା ସରକାରଙ୍କ ହାତ ପାହାନ୍ତାରେ ଭତ୍ତା ଯୋଜନା… ପୁଣି ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିନସ୍ଥା… ବ୍ୟାଙ୍କ୍ କୁ ଆସି ନିରାଶ ହେବା ପରେ ଅଧାବାଟରେ ଗଲା ବୃଦ୍ଧାଙ୍କ ଜୀବନ.. ଗତ କାଲି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ବାଉଁଶପୁଟ ଗ୍ରାମର କାନ୍ତା ମେଲେକା ୮୦ ବର୍ଷୀୟ ବୃଦ୍ଧା ବନ୍ଧୁଗାଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୁ ନିଜର ଭତ୍ତା ଟଙ୍କା ନେବାକୁ ଆସିଥିଲେ, ଭତ୍ତା ମିଳିନଥିଲା.. ପରିଣତ ବୟସ କାରଣରୁ ଆଉ ଘରକୁ ଫେରିନଥିଲେ .. ସ୍ଥାନୀୟ ଅଞ୍ଚଳରେ ରାତ୍ର ସମୟରେ ଥଣ୍ଡା ଓ କାକର ଅନୁଭୂତ ହେଉଥିବା ଯୋଗୁଁ ବୃଦ୍ଧା ରାସ୍ତା କଡ଼ରେ ମୃତ୍ତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି… ଘଟଣା କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି… ଏ ନେଇ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

masiha

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ଚିକିତ୍ସା ପାଇ ଅର୍ଥ ସଜିଛି ବାଧକ ଚିକିତ୍ସା ହେଇ ପାରୁ ନାହି ଶିଶୁ କନ୍ୟା

masiha

Leave a Comment

error: Content is protected !!