ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ତା ୦୬ -୧୨-୨୦୨୪ ରିଖ ସାପ୍ତାହିକ ହାଟଟି ଶୁକ୍ରବାର ପରିବର୍ତ୍ତେ ରବିବାର ତା ୦୮-୧୨-୨୦୨୪ ରିଖ ଅନୁଷ୍ଠିତ ହେବ.

ଆସନ୍ତା ତା ୦୬ -୧୨-୨୦୨୪ ରିଖ ସାପ୍ତାହିକ ହାଟଟି ଶୁକ୍ରବାର ପରିବର୍ତ୍ତେ ରବିବାର ତା ୦୮-୧୨-୨୦୨୪ ରିଖ ଅନୁଷ୍ଠିତ ହେବ.

 ମୟୂରଭଞ୍ଜ – ତା ୨୯-୧୧ ( ମସିହା)ଜରୁରୀ କାର୍ଯ୍ୟ ପାଇଁ ରାଇରଙ୍ଗପୁର ରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ସାପ୍ତାହିକ ହାଟ ତା ୦୬-୧୨-୨୦୨୪(ଶୁକ୍ରବାର ) ପରିବର୍ତ୍ତେ ତା ୦୮-୧୨-୨୦୨୪ ରିଖ (ରବିବାର )ଦିନକୁ ଘୁଞ୍ଚାଇବା ପାଇଁ ପୌର ପ୍ରଶାସନ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି .।

ତେଣୁ ନିୟମିତ ଭାବେ ପ୍ରତି ସପ୍ତାହ ରେ ଶୁକ୍ରବାର ଦିନ କିଣାବିକା କରିବା ପାଇଁ ହାଟକୁ ଆସୁଥିବା ସମସ୍ତ ବ୍ୟବସାୟୀ, ଗ୍ରାହକ ତଥା ଜନସାଧାରଣ ଆସନ୍ତା ସପ୍ତାହଟି ରେ ଶୁକ୍ରବାର ଦିନ ହାଟକୁ କ୍ରୟ ବିକ୍ରୟ ପାଇଁ ନଆସି ଏଥି ନିମନ୍ତେ ରବିବାର ଦିନ ହାଟକୁ ଆସିବା ପାଇଁ ରାଇରଙ୍ଗପୁର ପୌର ପ୍ରସାଶନ ତରଫରୁ ଅବଗତ କରାଇ ଦିଆଯିବା ସହ ଏଥି ନିମନ୍ତେ ସମସ୍ତ ବ୍ୟବସାୟୀ, ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଘଟଣା କୁ ଚପାଇଦେବାପାଇଁ ଅଧିକାରୀ ମାନେ ନିର୍ଯାତନା ହେଇଥିବା ଦାଦନ ଶ୍ରୀମିକ ମାନଙ୍କୁ ସାଧକାଗଜ ରେ ଦସ୍ତଖତ କରାଇଲେ 

masiha

ଧରପଗଡ ରେ ଅଗଷ୍ଟ ୯ ବିଶ୍ବ ଆଦିବାସୀ ଦିବସ ରେ ଆଦିବାସୀ ମେଳି

Sunil Chandra Nayak

ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଉଦଯାପିତ , ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

Leave a Comment

error: Content is protected !!