ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

ବିଦ୍ୟୁତ ସଂସ୍ପର୍ଶରେ ଆସି ଦଶପୁର ଗର ଜଣେ ଯୁବକ ର ମୃତ୍ୟୁ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ଗାଁ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ଯୁବକ ର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦଶପୁର ଗାଁ ର କିଶୋର ଚନ୍ଦ୍ର ସା। ପ୍ରକାଶ ଥାଉ କି ସେ ବିଳମ୍ବିତ ରାତ୍ରିରେ ନବ ନିର୍ମିତ ଘରେ ମଟର ମାଧ୍ୟମରେ ପାଣି ଦେବା ସମୟରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଦଶପୁର ଫାଣ୍ଡି ରେ ଶନିବାର ସକାଳ ୯ ଟା ରେ ଏତଲା ଦେଲା ପରେ ପୋଲିସ କେଶ ନମ୍ବର ୧୬/୨୪ ରେ ଏକ ମାମଲା ରୁଜୁ କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରାଜନଗର ପଂଚାୟତ ସମିତି ର ଓସ୍ତିଆ ଗ୍ରାମ ପଂଚାୟତ ରେ ଗଡ଼ିଲା ବିକାଶ ବାହାନ ରଥ 

masiha

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

masiha

ଲକ୍ଷ୍ମୀପୁର ଠାରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପୁସ୍ତକ ଉନ୍ମୋଚନ 

masiha

Leave a Comment

error: Content is protected !!