ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

କଳାହାଣ୍ଡି ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୋଲାମୁଣ୍ଡା ଠାରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ ହୋଇ ଯାଇଛି।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ,ପ୍ରଧାନ ଶିକ୍ଷକ ରାଜୀବ କୁମାର ଖମାରୀ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ବିଆରପି ଅବନୀ ପ୍ରଧାନ, ଆଇଇଭି ଶିବ ତ୍ରିପାଠୀ, ଜନାର୍ଦ୍ଦନ ନାଗ,କମଳ ଲୋଚନ ବଗର୍ତ୍ତୀ,ବବିତା ସୁନାନୀ,କେଦାର ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଗୋଲାମୁଣ୍ଡା ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନ କରିଥିବା ବେଳେ। ଏହି ଅବସରରେ ଡ୍ରଇଂ, ପେଣ୍ଟିଙ୍ଗ, ନାଚ, ଜିଲାପି ରେସ, ହାଣ୍ଡି ଫଟା ଭଳି ବିଭିନ୍ନ ପ୍ରତିଯୋଗୀତା କରି ସମସ୍ତ ଙ୍କୁ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମ କୁ ବିଆରପି ଅବନୀ ପ୍ରଧାନ ପରିଚାଳନା କରିଥିବା ବେଳେ ରାଜୀବ ଖମାରୀ କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ବିବାହିତ ଯୁବକର ସନ୍ଦେହ ଜନକ ମୃତ୍ୟୁ 

masiha

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାମକାଶୀ ଜଳପ୍ରପାତ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ଦାବି

Leave a Comment

error: Content is protected !!