ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ

ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ତିନି ଜଣ ବିଦ୍ୟୁତ୍ ଉପୋଭୋକ୍ତା ସମ୍ବର୍ଦ୍ଧିତ 

ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପଇଠ କରି ଆସୁ ଥିବା ବିଦ୍ୟୁତ୍ ଉପୋଭୋକ୍ତା ଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ବିଭାଗ ତରଫରୁ ଲଟେରୀ ମାଧ୍ୟମରେ ଚୟନ କରି ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ମାନ ପ୍ରଦାନ କରାଯାଉ ଥିବା ବେଳେ ନର୍ଲା ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ଲଟେରୀ ମାଧ୍ୟମ ଚୟନ କରି ତିନି ଜଣ ଭାଗ୍ୟଶାଳୀ ବିଜେତା ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ପ୍ରଦାନ କରା ଯାଇଛି।

ସେମାନଙ୍କ ମଧ୍ୟରୁ ପ୍ରଥମ ଭାଗ୍ୟ ଶାଳୀ ବିଜେତା ମ ରାମ୍ ପୁର୍ ସେକ୍ସନ ବୁଡି ଖମନ୍ ଗାଁ ର ବାଲେଶ୍ୱର୍ ଭୋଇ ଙ୍କୁ ସ୍ମାର୍ଟ୍ ଫୋନ୍ ପୁରସ୍କାର୍ , ଦ୍ୱିତୀୟ ଭାଗ୍ୟ ଶାଳୀ ବିଜେତା ବିଶ୍ଵନାଥ ପୁର୍ ସେକ୍ସନ୍ ପୋଖରିବନ୍ଧ ଗାଁ ର ଯୁଗେଶ୍ୱର୍ ହରିଜନ୍ ଙ୍କୁ ମ୍ୟୁଜିକ୍ ସିଷ୍ଟମ୍ ପୁରସ୍କାର୍ ତୃତୀୟ ଭାଗ୍ୟ ଶାଳୀ ବିଜେତା ନର୍ଲା ସେକ୍ସନ ସାନ୍ ଗୁଣ୍ଡ୍ରି ଗାଁ ର ତୀର୍ଥ ରଣାଙ୍କୁ ସୋଲାର୍ ଲାଇଟ୍ ପୁରସ୍କାର ଦିଆ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବିଦ୍ୟୁତ୍ ବିଭାଗ ର ଏସ ଡି ଓ ଙ୍କ ସହିତ ସମସ୍ତ ଅଧିକାରୀ ଓ ବିଭିନ୍ନ ଗାଁ ରୁ ଆସିଥିବା ବିଦ୍ୟୁତ୍ ଉପୋଭୋକ୍ତା ଉପସ୍ଥିତ ଥିଲେ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

masiha

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

କୋକସରା ଠାରେ ଏଫ.ଏଲ.ଏନ ମୋଡେଲ ସ୍କୁଲ କୋଠରୀ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!