ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର ପ୍ରାପ୍ତ ଶିକ୍ଷକ ଭି.ଆତୁ ରାଜୁ ପଟ୍ଟନାୟକଂକୁ ସମ୍ବର୍ଦ୍ଧନା

କୋଲନରା: (ମ ନି ସ) କୋଲନରା କ୍ଲଷ୍ଟର୍ ପକ୍ଷରୁ ଭି.ଆତୁରାଜ ପଟ୍ଟନାୟକଂକୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। କୋଲନରା କ୍ଲଷ୍ଟର୍ ସି.ଆର୍.ସି.ଶ୍ରୀ ଦୀପକ କୁମାର ସାହୁଂକ ନେତୃତ୍ୱ ଏବଂ ଅନ୍ୟ ମାନଂକ ସହଯୋଗ ରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ମଂଚ ପରିଚାଳନା ଓ ସଂଯୋଜନା କରି ଥିଲେ।ଭି.ଆତୁ ରାଜ ପଟ୍ଟନାୟକ ନିଜ ଗତ ଶିକ୍ଷକ ଜୀବନ ଉପରେ ଆଲୋକ ପାତ କରିବା ସହ ସମବେତ ଶିକ୍ଷକ,ଶିକ୍ଷିକା ତାଂକ ସ୍ମୃତି ଚାରଣ କରି ଥିଲେ ।

Related posts

ମୟୂରଭଂଜ – ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ  ଉଠିଲା ଦାବି

କୁଶଳେଶ୍ବର ମନ୍ଦିର ରେ ଅତ୍ୟାଧୁନିକ ବିଶୁଦ୍ଧ ପାନୀୟ ଜଳ ମେସିନ ଉଦଘାଟିତ

Sunil Chandra Nayak

ଲୋକ ଯୋଜନା ଅଭିଯାନ ଉପରେ ଗ୍ରାମସଭା

Sunil Chandra Nayak

Leave a Comment

error: Content is protected !!