ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

ଖଇରା,୩୧/୧୨/୨୪- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ସାମ୍ବାଦିକ ସମ୍ମିଳନୀ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ଅବସରରେ ସାମ୍ବାଦିକ ତଥା ମୋ ଅନୁଷ୍ଠାନ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ଅଧ୍ଯକ୍ଷା ଶ୍ରୀମତୀ ସାହୁ ଫୁଲଚାରା ପ୍ରଦାନ କରି ସମସ୍ତଙ୍କ ଚଲାପଥ ପୁଷ୍ପମୟ ହେଉ ବୋଲି କାମନା କରିଥିଲେ । ଆଗାମୀ ୨୦୨୫ ମସିହା ସମସ୍ତଙ୍କୁ ଆନନ୍ଦ ଉଲ୍ଲାସ ଆଣିଦେଉ ବୋଲି କହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସାମ୍ବାଦିକ ମାନେ ମଧ୍ୟ ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କୁ ଫୁଲଚାରା ଓ ଉତ୍ତରୀୟ ଦେଇ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ୨୦୨୫ ମସିହା ଶୁଭଙ୍କର ହେଉ ବୋଲି କହିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଲ୍ୟାଣୀ ପବ୍ଲିକ ସ୍କୁଲର 78ତମ ସ୍ବାଧିନତା ଦିବସ ପାଳିତ

masiha

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଜନ୍ମ ଉତ୍ସବରେ ରକ୍ତଦାନ ଶିବିର

masiha

Leave a Comment

error: Content is protected !!