ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

ବନ୍ଧୁଗାଁ ତା, ୬/୧/୨୫,ଛତିଶ ଗଡ଼ ରାଜ୍ୟର ରାଜଧାନୀର ରାୟପୁର  ଠାରେ ୪ ଦିନିଆ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ବେଞ୍ଚ ପ୍ରେସ ଓ ଡେଡ ଲିଫ୍ଟ(ଶକ୍ତି ଉତ୍ତଳନ ପ୍ରତି ଯୋଗିତା ) ଚମ୍ପିୟନ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାରୁ ସାତ ଜଣ ଅଂଶ ଗ୍ରହଣ କରିଥିଲେ I ସେଥିରୁ (ରାୟଗଡ଼ା କୁ୭ ସ୍ଵର୍ଣ୍ଣ ୧ ରୋପ୍ୟା ଓ ୧ କାଂସ୍ୟ ମୋଟ ୯ ପଦକ ବିଜୟୀ ହୋଇଥିଲେ I ଏଥିରେ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଖେଳାଳି ଭାଗନେଇଥିଲେ । ୧.ପିଙ୍କି ହୁଇକା ୫୩ କେଜି ବର୍ଗ ରେ ଗୋଟିଏ ସ୍ଵର୍ଣ୍ଣ ପଦକ,୨.ସାଥିସ କୁମାର ଇନୁମୁଲା ୬୨ କେଜି ବର୍ଗ ରେ ଗୋଟିଏ ସ୍ଵର୍ଣ୍ଣ, ୩.ଧମେନ୍ଦ୍ର ଡଙ୍ଗୁରୀ ୬୨ କେଜି ବର୍ଗ ରେ ୨ଟି ସ୍ଵର୍ଣ୍ଣ ପଦକ, ୪.ଆଭୟ କୁମାର ଦିଷାରୀ ୭୭ କେଜି ଵର୍ଗରେ ରୋପ୍ୟ ଓ ସ୍ଵର୍ଣ୍ଣ ୨ଟି ପଦକ ୫.ଆଦିଆ ଶବର ୮୫ କେଜି ଵର୍ଗରେ ଗୋଟିଏ କାଂସ୍ୟ ପଦକ,ଦୋରା କଣ୍ଡାଗରୀ ୯୪ କେଜି ଵର୍ଗରେ ଗୋଟିଏ ସ୍ଵର୍ଣ୍ଣ ପଦକ, ୭.ପ୍ରତ୍ୟୁଷ କୁମାର ମିଶ୍ର ୧୦୫ କେଜି ବର୍ଗ ରେ ଗୋଟିଏ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏଥିରେ ୨୧ ରାଜ୍ୟ ରୁ ୫୦୦ରୁ ୬୦୦ ଖେଳାଳି ଭାଗନେଇଥିଲେ , (ଏଥିରେ ଆନ୍ତର୍ଜାତିୟ ଓ ସ୍ଵର୍ଣ୍ଣ ପଦକ ବିଜେତା ଦୋରା କଣ୍ଡାଗରୀ ଓଡ଼ିଶାର ଟିମ ମନେକର ଭାବରେ ଦାୟିତ୍ଵ ରେ ଓଡ଼ିଶା କୁ ସଫଳ କରାଇଛନ୍ତି । ଏଣୁ ଆଜି ସକାଳୁ ୭ ଘଣ୍ଟା ସମୟରେ ରାୟଗଡା ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାଏକ ସଂଘ ର ଯୁବକ ମାନେ, ରାୟଗଡ଼ା ରେଳ ଷ୍ଟେସନରେ ଅପେକ୍ଷା କରି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛନ୍ତି । ଛତିଶ ଗଡ଼ ଯାଇ ୯ ଟି ପଦକ ବିଜୟ ହୋଇ ରାୟଗଡା ଜିଲ୍ଲାର ନାମକୁ ଗୌରବ କରିଥିବାରୁ ଡୋରା କଣ୍ଡାଗୋରୀ ଓ ତାଙ୍କ ଟିମକୁ ରାୟଗଡା ଅଞ୍ଚଳ ବାସି ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜାତୀୟ ସ୍ତରରେ ପ୍ରତିଭା ଦେଖାଇଲେ କାମାକ୍ଷାନଗର ଝିଅ ବନ୍ଦନା , ହାସଲ କରିଲେ ରୌପ୍ୟ ପଦକ

Sunil Chandra Nayak

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା

masiha

Leave a Comment

error: Content is protected !!