ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷୀ ଗଣନା 

ପକ୍ଷୀ ଗଣନା 

ନୂଆପଡା,ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବଡେକ ଙ୍କ ନିର୍ଦେଶ କ୍ରମେ ଶନିବାର ନୂଆପଡ଼ା ରେଞ୍ଜ ଅଧୀନରେ ତିନୋଟି ଟି ଟିମ ଗଠନକରି ପକ୍ଷୀ ଗଣନା ପାଇଁ ନିର୍ଦ୍ଧେସ ଦେଇଥିଲେ।ଏହି ପରିପେକ୍ଷୀରେ ସୁନାବେଡା ସ୍ଥିତ ଲୋଡ଼ରା ଗାଁ ପାଖ ଜଲକି ପୋଖରୀରୀ, ରାଇତାଳ ବନ୍ଧ ଓ କୋମନା ର ବିଶିବାହାଲ ବନ୍ଧ ଠାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ନୂଆପଡ଼ା ରେଞ୍ଜ ର ଅତିରିକ୍ତ ବନାଞ୍ଚଲ ଅଧିକାରୀ ସଦନ ମାଝୀ,ଏସିଏଫ ସଂଜୀବ କୁମାର ବନଗୋଲା, ଶିବନାରାୟଣ ପୁର ସେକ୍ସନ ଫରେଷ୍ଟର ଛତ୍ରପତି ମହାନନ୍ଦ ଓ କଟିଙ୍ଗପାଣି ଫରେଷ୍ଟର ଲକ୍ଷ୍ମଣ ସାହୁ, ଧରମବନ୍ଧା ଫରେଷ୍ଟର ପୁରନ୍ଧର ଚିନାଗୁନ, ଗୁଲାବନ ଫରେଷ୍ଟର ରାମସୁରଭ ସାହୁ, ଶିବନାରାୟଣ ମାଝୀ, ଗୁଣନିଧି ବେହେରା, ଟେମସିଂ ପୋମାର,ସହିତ ବନକର୍ମଚାରୀ ଧନୁଜ୍ୟ କୁମ୍ଭାର, ଧର୍ମେନ୍ଦ୍ର କୁମାର, ପୁଷ୍ପା ନାୟକ, ହେମଲତା ନିଆଲ, କଲ୍ୟାଣୀ ଶବର, ନୀରୀମାଖି ଶବର ପୁଷ୍ପା ବାଗ ଥୟମତି ଶବର, ଲିଙ୍ଗରାଜ ଛାତ୍ରିଆ, ପୁଷ୍ପା ଶବର ଉପସ୍ଥିତ ଥିଲେ ଏହିପରିପେକ୍ଷୀରେ ପକ୍ଷୀ ଗଣନା ବେଳେ ସହ ସହ ସଂଖ୍ୟରେ ଦେଶୀ ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି, ଗତ ଦୁଇ ଦିନ ତଳେ ପକ୍ଷୀ ସଚେତନତା ବାର୍ତାଓ ଗଣନା ଉପରେ ଏକ ମକଡ୍ରିଲ କାର୍ଯ୍ୟକ୍ରମସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆରଂଭ ହୋଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

masiha

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

Leave a Comment

error: Content is protected !!