ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତର ରେ ଛାତ୍ରୀ ଙ୍କ ସଫଳତା 

ଜିଲ୍ଲାସ୍ତର ରେ ଛାତ୍ରୀ ଙ୍କ ସଫଳତା 

ଢେଙ୍କାନାଳ (ମନିସ )6/2/25 // ୭୬ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଆ ତର୍କ ପ୍ରତିଯୋଗିତା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କାମାକ୍ଷାନଗର ର ଦଶମ ଶ୍ରେଣୀର ଛାତ୍ରୀ ଲଷ୍ମୀପ୍ରିୟା ଧୀର ଜିଲ୍ଲା ସ୍ତର ରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି ଜିଲ୍ଲାସ୍ତର ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ରେ ମୁଖ୍ୟ ଅତିଥି ସମବାୟ ବୟନ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ କୁମାର ବଳସାମନ୍ତ ପୁରସ୍କୃତ କରିଥିଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ଜିଲ୍ଲା ଆରକ୍ଷୀ ଅଧିକାରୀ ଉପସ୍ଥିତ ଥିଲେ ଏହି ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଅଭିଭାବକ କୃତି ଛାତ୍ରୀ ଙ୍କୁ ଅଭିନନ୍ଦନ ଜଣେଇବା ସହିତ ଗାଇଡ଼ ଶିକ୍ଷକ ଦୁର୍ଗା ପ୍ରସାଦ ତ୍ରିପାଠୀ ଙ୍କ ନିରନ୍ତର ଉଚିତ ମାର୍ଗଦର୍ଶନ ପାଇଁ ସାଧୁବାଦ ଜଣେଇଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ମୁଖ୍ୟ ଡାକ୍ତର ଖାନା ରେ ରକ୍ତ ଦାନ ଶିବିର ଦେବ ବିହଙ୍ଗମ ଯୋଗ ସଂସ୍ଥାନ ଆନୁକୁଲ୍ୟରେ ଆୟୋଜନ

Sunil Chandra Nayak

ବାମନଘାଟୀ ଉପତ୍ୟକା ମାଇନ୍ସ ଓ୍ବାର୍କରସ୍ ୟୂନିଅନ ତରଫରୁ ସୁଲାଇପାଟ ଲୌହଖଣି ଛଟେଇ ଶ୍ରମିକ ମାନଙ୍କ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର 

Sunil Chandra Nayak

ଆସନ୍ତା ୨୪ରୁ ବିଶ୍ବନାଥପୁରରେ ବିରାଟ ଧନୁଯାତ୍ରା ମହୋତ୍ସବ

masiha

Leave a Comment

error: Content is protected !!