ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

କାମାକ୍ଷାନଗର (ମନିସ )11/3/25 // ନୀଳମାଧବ ପୁର ଗ୍ରାମ ରେ ଶ୍ରୀ ହନୁମାନ ଜୀୟୁ ଙ୍କ ମନ୍ଦିର  ବିଗ୍ରହ  ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଗ୍ରାମର ପୁରୁଷ ମହିଳା  ଆଠ ତାରିଖ  ପ୍ରତ୍ୟୁଷ ରୁ ରମିଆଲ ନଦୀ ରୁ ପୂର୍ଣ୍ଣ କଳସ ଧରି  ଗ୍ରାମ ପରିକ୍ରମା କରି ସ୍ଥାପନ କରିଥିଲେ, ନଅ ତାରିଖ ରେ ସୁର୍ଯ୍ୟ ପୂଜା, ଯଜ୍ଞ ଅଧିବାସ ହୋଇ ଥିଲା,ମହାସ୍ନାନ ପରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ  ହୋଇଥିଲା, ମାର୍ଥା ପୁର ର ଯଜ୍ଞ ଆଚାର୍ଯ୍ୟ ଗତି କୃଷ୍ଣ ମିଶ୍ର ମୂଖ୍ୟ ପୁରୋଧା ଭାବେ, ଓ ବିଷ୍ଣୁ ପ୍ରସାଦ ମିଶ୍ର, ବୀରେନ୍ଦ୍ର ପରୀକ୍ଷାଙ୍କ ସହ ସୁଶାନ୍ତ କୁମାର୍ ମିଶ୍ର   ଙ୍କ ସହଯୋଗରେ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା, ଏଥିରେ  କର୍ତ୍ତା  ବିନୋଦ କୁମାର୍ ବିଶ୍ଵାଳ ପତ୍ନୀ ଲକ୍ଷ୍ମୀପ୍ରିୟା ବିଶ୍ବାଳ ଦାୟିତ୍ଵ ତୁଲାଇ ଥିଲେ, ବିଭିନ୍ନ ଗ୍ରାମ ରୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଥିଲେ,ପୂର୍ଣ୍ଣାହୁତି ଦିବସେ ନଗର କୀର୍ତ୍ତନ ରେ ଗ୍ରାମ ପରିକ୍ରମା ସହ ସନ୍ଧ୍ୟାରେ  ଗ୍ରାମ ର ବାୟୋ ଜ୍ୟେଷ୍ଠ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପ୍ରତ୍ୟହ ସଂଧ୍ୟା ରେ ପ୍ରବଚନ ସହ ହନୁମାନ ଚାଳିଶା ପାଠ ହୋଉଥିଲା,ଗ୍ରାମ ର ବଳରାମ ବିଶ୍ଵାଳ ବୈରାଗୀ ବିଶ୍ଵାଳ,ସର୍ବେଶ୍ଵର ଲେଙ୍କା ବିଷ୍ଣୁ ବିଶ୍ଵାଳ ,ବିକ୍ରମରାଉତ, ସୁର୍ଯ୍ୟ କାନ୍ତ ଲେଙ୍କା,ପ୍ରମୁଖ ସହଯୋଗ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

ରାଇରଙ୍ଗପୁର ; ପୂର୍ଣେଶ଼୍ବର ମନ୍ଦିରରେ ଧୂମଧାମରେ ଦିତୀୟ ବାର୍ଷିକ ଶିବ ପାର୍ବତୀ ଵିଵାହ ସମ୍ପନ୍ନ

masiha

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!