ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାଲି’ଗ୍ରେଡ଼ ରିପୋର୍ଟ ଗୋଟାକୁ ମାତ୍ର ପାଞ୍ଚହଜାର ?

ଜାଲି’ଗ୍ରେଡ଼ ରିପୋର୍ଟ ଗୋଟାକୁ ମାତ୍ର ପାଞ୍ଚହଜାର ?

କେନ୍ଦୁଝର:-ଆସ’ଆସ କିଏ ନେବ ଜାଲି’ଗ୍ରେଡ଼ ରିପୋର୍ଟ-ଡ଼ିଡ଼ିସିଏ ସୋରେନ।ଏବେ ଆହୁରି ବହୁତ ସସ୍ଥା ହେବ,ବିଶ୍ୱବିଖ୍ୟାତ ରାଜ୍ୟର ଯୋଡ଼ା/କୋଇଡା ଦୁଇ ଖଣି-କ୍ଷେତ୍ରର ଉଚ୍ଚମାନର ଲୁହାପଥରର ଜାଲି’ଗ୍ରେଡ଼ ରିପୋର୍ଟ ପାଇବାକୁ। ତେବେ ସୂଚନାଯୋଗ୍ୟ ଲୁହାପଥର ନମୁନା ଗୁଣ୍ଡର ପରୀକ୍ଷା ସରକାରଙ୍କ ଧାର୍ଯ୍ୟ ଦର, ଠାରୁ ଯୋଡ଼ା ପ୍ରୟୋଗଶାଳା ଜାଲି’ଗ୍ରେଡ଼ ରିପୋର୍ଟ ବାବଦକୁ ସହଜରେ ମୁଲ’ଚାଲ ହେଉଥିବା ବେଳେ ମାତ୍ର ପାଞ୍ଚହଜାର ମୂଲ୍ୟରୁ ଆରମ୍ଭ ଭିଡ଼ ଲାଗୁଛି ବିଭାଗେ ଯାହା ସହର-ସାରା ଜୋର ଚର୍ଚ୍ଚା। ତେବେ ଏହି ଜାଲି’ଗ୍ରେଡ଼ ରିପୋର୍ଟ ,ପ୍ରୟୋଗଶାଳାର ଗ୍ରେଡ଼’ସ୍କାମର ମୁଖିଆ ଦାସମାତ ସୋରେନକୁ(ଡ଼ିଡ଼ିସିଏ)ଆରମ୍ଭ ଦିନରୁ ସଜେଇ ଥିବାବାଳେ ସୋରେନ’ର ଏକ ପ୍ରମୁଖ ଘୋଟାଲା’ଟିମ ମୁରଲୀ, ସସ୍ମିତା ଏବଂ ଟ୍ରେ-ଚୋର’ଟିମ ସମ୍ପୂର୍ଣ୍ଣ ଏଥିରେ ସାମିଲ ଥିବାର ଦେଖିବାଳୁ ମିଳନ୍ତି।ତେବେ ଦୀର୍ଘ ସମୟ ଧରି ଖଣି-ନିର୍ଦ୍ଧେଶଳୟ ନିମନ୍ତେ ରେକର୍ଡ ସୃଷ୍ଟି କରିଥିବା ସରକାରୀ ଲୁହାପଥର ଗ୍ରେଡ଼’ସ୍କାମର ମୁଖିଆ ତଥା ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନର ,ରିପୋର୍ଟ ଗୋଟାକୁ ମାତ୍ର ପାଞ୍ଚ-ହଜାରରୁ ଆରମ୍ଭ ବୋଲି ବିଭାଗୀୟ ଉତ୍ତଳୋନ ଭିଡିଓରୁ ଯାହା ପ୍ରମାଣ କରେ।ତେବେ ଖଣି-ନିର୍ଦ୍ଧେଶଳୟ ଅଧୀନର ଯୋଡ଼ା ଏବଂ କୋଇଡା ମଣ୍ଡଳର ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇବାରେ ଦୁଇ ଖଣିକ୍ଷତ୍ରର ଖଣି-ଉପନିର୍ଦ୍ଧେଶକ ଜାଣି’ନଜାଣିଲା ପରି ହେଉଥିଲା ଭଳି ନିଜ ମଣ୍ଡଳର ଲୁହାପଥର ଗ୍ରେଡ଼ ରିପୋର୍ଟ ବିକ୍ରି ଉପରେ କୌଣସି ସେପରି ଆପତ୍ତି ଜନକ ନଥିବାବେଳେ ବାରମ୍ବାର ଗୋଟିଏ ଷ୍ଟାକର ଭିର୍ଣ୍ଣ’ଭିର୍ଣ୍ଣ ରିପୋର୍ଟ ପ୍ରକାଶ ପାଇ ଧାରା ପଡୁଥିବା ଗ୍ରେଡ଼’ସ୍କାମର ହେଡ଼ ସୋରେନର ଉତ୍ପାତ ଖଣି-ନିର୍ଦ୍ଧେଶଳୟ ତଥା ନିର୍ଦ୍ଧେଶକଙ୍କ ନିମନ୍ତେ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଥିବାରୁ ଖବର କାଗଜରେ ତଥ୍ୟଭିତ୍ତିକ ସତ୍ୟତା ପ୍ରକାଶ ପାଉଥିଲେ ମଧ୍ୟ ସଭିଏଁ ନିର୍ଜୀଵ-ମଡ଼ା ହୋଇଥିବାର ପ୍ରମାଣ ଦେବାରେ ଲାଗିଛନ୍ତି ବହୁ ଖଣି ଅଧିକାରୀ ଏବଂ ଖଣି ଅଫିସର ବୋଲି ସମଗ୍ର ଖଣିବାସୀ ଦେଖିବାକୁ ପାଆନ୍ତି।ତେବେ ଖଣିବିଭାଗ ବାହାର ଏବଂ ପ୍ରୟୋଗଶାଳା ଭିତରେ ଅସାଧୁ କମ୍ପାନୀଙ୍କ ଦଲାଲ କୁଢ଼’କୁଢ଼ କ୍ରେତାଙ୍କୁ ପାଞ୍ଚହଜାରୁ ଆରମ୍ଭ କରି ପନ୍ଦର’ହଜାର ଜାଲି’ଗ୍ରେଡ଼ ରିପୋର୍ଟ ପର୍ଯ୍ୟନ୍ତ ଭିଡ଼ ଲାଗୁଥିବାର ଦେଖିବାକୁ ମିଳନ୍ତି।ତେବେ ନିର୍ଦ୍ଧେଶକଙ୍କ ଅଧୀନରେ କାର୍ଯ୍ୟରତ ଜାଲି’ଗ୍ରେଡ଼ର ମୁଖିଆ ସୋରେନ ସସ୍ମିତାକୁ ଚାରି କମ୍ପାନୀର ମାତ୍ରାଧିକ ଲୁହାପଥର ନମୁନା ପରୀକ୍ଷା କାର୍ଯ୍ୟ ଦେବାରୁ ସସ୍ମିତା ସୁନାଗହଣା ଓ ଦାମୀ ଲାଲ କାରରେ ନିବେଶ କରୁଥିବା ବେଳେ ମୁରଲୀ କିନ୍ତୁ ପ୍ରୟୋଗଶାଳାରେ ଗ୍ରେଡ଼-ତସ୍କରୀ କରି,କୋଟି’କୋଟି ଟଙ୍କାର ଫାର୍ମହାଉସ ଭଦ୍ରକ ବସଷ୍ଟାଣ୍ଡ ଠାରେ କିଣିବା ବ୍ୟତୀତ ବିଭାଗୀୟଙ୍କୁ ଲକ୍ଷ’ଲକ୍ଷ ବେଆଇନ ଋଣ ଯୋଗାଣ କରି ମୁରଲୀର କଳାଧନ ଆହୁରି ବଢିବା ସହିତ ସୁରକ୍ଷିତ ରହିଛି। ହେଲେ ଗ୍ରେଡ଼’ସ୍କାମର ମୁଖିଆ ସୋରେନ କିନ୍ତୁ ରାଇରଙ୍ଗପୁରରୁ ବିତାଡିତ ହୋଇ କେନ୍ଦୁଝର ସହରରେ ଏକ ତିନି ମହଲା ବିଶିଷ୍ଠର ଅଟ୍ଟାଳିକା ରଙ୍ଗ-ମହଲ ନିର୍ମାଣ କରି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ବଡ’ଘର ଠାରୁ ସୋରେନର ଘର ବଡ ବୋଲି ଖଣି-ଜଗତେ ଚର୍ଚ୍ଚା।ତେବେ ଆଗକୁ ନିର୍ଦ୍ଧେଶକଙ୍କ ଅଧିନସ୍ଥ ଡ଼ିଡ଼ିସିଏ ସୋରେନ ଭାରତବର୍ଷର ଯୋଡ଼ା ଏବଂ କୋଇଡା ମଣ୍ଡଳର ଉଚ୍ଚମାନର ଲୁହାପଥରର ରିପୋର୍ଟ ନିମ୍ନମାନର ଦର୍ଶାଇ ରିପୋର୍ଟ ଦେବା ପାଇଁ ପାଞ୍ଚହଜାରରୁ ଆହୁରି ଦର ହ୍ରାସ କରିବ ବୋଲି ଅକାଳନରୁ ଦଲାଲ କ୍ରେତାଙ୍କ ମଧ୍ୟରେ ଏକ ଉତ୍ସାହର ଲହରୀ ଖେଳି ଉଠୁଥିବାର ଜଣାପଡେ।। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବାଲି ବୋଝେଇ ହାଇୱା ଧକ୍କା ରେ ବୁଲା ବେପାରୀ ମୃତ  ୧ ଲକ୍ଷ ଟଙ୍କା କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଲା

Sunil Chandra Nayak

ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ରେ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

masiha

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ଡାକ୍ତର ଦିବସ ପାଳିତ

masiha

Leave a Comment

error: Content is protected !!