ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସମ୍ମିଳନୀ ହେବା ନିମନ୍ତେ ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ ବୈଠକ 

ରାଷ୍ଟ୍ରୀୟ ସମ୍ମିଳନୀ ହେବା ନିମନ୍ତେ ପ୍ରସ୍ତୁତି ପାଇଁ ଜିଲ୍ଲା ସ୍ତରୀୟ ବୈଠକ 

ନବରଙ୍ଗପୁର:(୨୨|୩)(ରବି ନାରାୟଣ ମହାନ୍ତି) ପୂର୍ବ ନିର୍ଦ୍ଧାରିତ ସୂଚନା ମୁତାବକ, ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ଆଜି ତା୨୨/୩/୨୦୨୫ ରିଖ ଶନିବାର ଅପରାହ୍ନ ୩ଘଟିକା ସମୟରେ ଭୁବନେଶ୍ୱର ମହାନଗର ସମେତ ଖୋର୍ଦ୍ଧା ଜିଲ୍ଲା ର କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପୋଖରୀପୁଟ ଠାରେ ଥିବା ରାଜ୍ୟ ଜବାହାର ଲାଲ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ମାସ ଶେଷ ସପ୍ତାହରେ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସମ୍ମିଳନୀ ପାଇଁ ଏହି ଜିଲ୍ଲା ସ୍ତରୀୟ ବୈଠକ ହୋଇଥିଲା।ଏଥିରେ ରାଷ୍ଟ୍ରିୟ ଅଧକ୍ଷ ରମେଶ ଭାରତୀଙ୍କ ଅଧ୍ୟକ୍ଷତାରେ,ସମ୍ମାନୀତ ଅତିଥି ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ରାଷ୍ଟ୍ରୀୟ ସଂଯୋଜକ ରମେଶ ମହାଳିକ, ରାଜ୍ୟ ସଂଯୋଜିକା ଝରଣା ସାମଲ, ଭୁବନେଶ୍ୱର ମହାନଗର ସଂଯୋଜିକା ବେବିନା ପଟ୍ଟନାୟକ, ଜିଲ୍ଲା ଉପସଭାପତି ସେକ୍ ଆସିଫ, ଜିଲ୍ଲା ସଂଯୋଜକ ଜୀବନ ସାହୁ, ଭୁବନେଶ୍ୱର ମହାନଗର ସଭାପତି ନିର୍ମଳ ରାଉତ, ମହାନଗର ଉପସଭାପତି ସିଲୁ ସାହୁ, ପୁରୀ ବାଲିପାଟଣା ବ୍ଲକ ସଭାପତି ବିଭୂତି ଭୂଷଣ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୟପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବିଶ୍ବରଞ୍ଜନକୁ ମିଳିଲା କୁନ୍ତଳା ମହାରଥା ମେଧା ସମ୍ମାନ

masiha

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

Sunil Chandra Nayak

Leave a Comment

error: Content is protected !!