ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିଦିନ ଜଳ ଯୋଗାଣରେ କିଏ କରୁଛି ଖେଳ-ପିଏଚଇଡି?

ପ୍ରତିଦିନ ଜଳ ଯୋଗାଣରେ କିଏ କରୁଛି ଖେଳ-ପିଏଚଇଡି?

ଯୋଡ଼ା:-ଧନ୍ୟ କହିବ ଏହିମାନଙ୍କୁ ଜଳ ଯୋଗାଣରେ ପୁଣି କରୁଛ ଖେଳ? ଯେତିକି ସାଧାରଣ ଲୋକ ହିନସ୍ଥା ତାଠାରୁ ଯୋଡ଼ା ପିଏଚଇଡି ପରି,ଜନକଲ୍ୟାଣ ବିଭାଗଟି ବଦନାମ କରିଦେଲ କେବଳ ତୁମର କେତେକ ସ୍ୱାର୍ଥବାଦୀ ଇଚ୍ଛାମୁତାବକ କାର୍ଯ୍ୟକଳାପ ଯୋଗୁଁ ବୋଲି ଚର୍ଚ୍ଚା।ଏଠାରେ ପ୍ରକଶଯୋଗ୍ୟ ସହରବାସୀ ତଥା ସାଧାରଣ ଲୋକ(ଶାସ୍ତ୍ରୀନଗର)ଯୋଡ଼ା ପିଏଚଇଡି ଠାରୁ ପାନୀୟଜଳ ପାଇପ ଯୋଗେ ପାଇବା ନିମନ୍ତେ,ଆବେଦନ କରି ପାନୀୟଜଳର ସଂଯୋଗ କରିଥିବା ଆବେଦନକୁ ପ୍ରତିଦିନ ସକାଳ ସମୟର ଗୋଟିଏ ବେଳାରେ, ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଇଡି) ଯୋଡ଼ା ପକ୍ଷରୁ ପାନୀୟଜଳ ପାଇପ ଯୋଗେ,ଯୋଗାଣରେ ହୋଇ ଆସୁଥିବା ବେଳେ କାହାରି ଖଳ ପବୃତ୍ତି ଯୋଗୁଁ ମୁଖ୍ୟତଃ ଶାସ୍ତ୍ରୀନଗରର ଏବଂ ତଳ ସାହିର ପାର୍କ ନିକଟ(ପରିଚୟ-ଗୃହ)ସାହିବାସୀ ପାନୀୟଜଳର ଅଭାବ ଖରା ଆରମ୍ଭ ନହେବାରୁ ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଥିବାର ଜଣାପଡେ।ତେବେ ଏହି ସମସ୍ୟା ଦିନକୁ’ଦିନ ବଢ଼ି ଚାଲିଥିବା ବେଳେ କୌଣସି ଖଳ ପବୃତ୍ତିର କର୍ମଚାରୀର ହାତ ଥିବାର ଚର୍ଚ୍ଚା ଜୋର ଧରିଥିବା ବେଳେ ପିଏଚଇଡି ଯୋଡ଼ା ବିଭାଗୀୟ ଦାୟତ୍ୱବାନ ଅଧିକାରୀ ଆଗକୁ ପ୍ରଚଣ୍ଡ ରୁଦ୍ରତାପ ବଢିବାକୁ ଦୃଷ୍ଟି ଦେଇ,ଶାସ୍ତ୍ରୀନଗରର ସେହି ସାହିବାସୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରତି ଧ୍ୟାନରେ ରଖି ପାନୀୟଜଳ କଷ୍ଟ ଦୂର କରିବା ନିମନ୍ତେ ଏବେଠାରୁ ପଦକ୍ଷେପ ତଥା ତଦାରଖ ନିହାତି ଆବଶ୍ୟକ ହୋଇପଡିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଥିବାର ଜାଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

Sunil Chandra Nayak

ଦକ୍ଷିଣ ରାଉରକେଲାରେ ବିଧାୟକଙ୍କ ସ୍କୁଲ ପରିଦର୍ଶନ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

Sunil Chandra Nayak

ସ୍ବାମୀ ଙ୍କ ଅପେକ୍ଷା ରେ ଦୀର୍ଘ 35ବର୍ଷ ଧରି ଅପେକ୍ଷାରତ ବୃଦ୍ଧା ସବିତା ଙ୍କୁ ସହାୟତା ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ!

masiha

Leave a Comment

error: Content is protected !!